ନୂଆଦିଲ୍ଲୀ: ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ପହଞ୍ଚିଲେ ଏସିଆନ ଗେମ୍ ଗୋଲ୍ଡ ମେଡାଲ ବିଜେତା ବକ୍ସର ଡିଙ୍ଗକୋ ସିଂ । କ୍ୟାନସର ଚିକିତ୍ସା ପାଇଁ ଏହି ପୂର୍ବତନ ବକ୍ସରଙ୍କୁ ଇମ୍ପାଲରୁ ଦିଲ୍ଲୀ ଅଣାଯାଇଛି । ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ।
ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ପହଞ୍ଚିଲେ ଅସୁସ୍ଥ ବକ୍ସର ଡିଙ୍ଗକୋ ସିଂ - ଏସିଆନ ଗେମ୍ ଗୋଲ୍ଡ ମେଡାଲ ବିଜେତା ବକ୍ସର ଡିଙ୍ଗକୋ ସିଂ
ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ପହଞ୍ଚିଲେ ଏସିଆନ ଗେମ୍ ଗୋଲ୍ଡ ମେଡାଲ ବିଜେତା ବକ୍ସର ଡିଙ୍ଗକୋ ସିଂ । କ୍ୟାନସର ଚିକିତ୍ସା ପାଇଁ ଏହି ପୂର୍ବତନ ବକ୍ସରଙ୍କୁ ଇମ୍ପାଲରୁ ଦିଲ୍ଲୀ ଅଣାଯାଇଛି ।
ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ପହଞ୍ଚିଲେ ଅସୁସ୍ଥ ବକ୍ସର ଡିଙ୍ଗକୋ ସିଂ
ଲକଡାଉନ ଯୋଗୁଁ ଦିଲ୍ଲୀରେ ହେବାକୁ ଥିବା ରେଡିଏସନ ଥେରାପି ଚିକିତ୍ସା ଧାର୍ଯ୍ୟ ତାରିଖରେ ପହଞ୍ଚିବାକୁ ଅସମର୍ଥ ହୋଇଥିଲେ ଏହି ପୂର୍ବତନ ବକ୍ସର । ପରେ କ୍ରୀଡା ମନ୍ତ୍ରଣାଳୟକୁ ସହାୟତା ପାଇଁ ଗୁହାରୀ କରିଥିଲେ ।
କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ ମଣୀପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହକୁ ସହାୟତା ପାଇଁ ଅନୁରୋଧ କରିଥିଲେ । ପରେ ବିମାନ କମ୍ପାନୀ ସ୍ପାଇସଜେଟ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଘୋଷଣା କରିଥିଲା ।