ନୂଆଦିଲ୍ଲୀ:ଭାରତୀୟ ଆଥଲେଟିକ୍ସର ନୂଆ ମୁଖ୍ୟ କୋଚ ହେଲେ ଅଭିଜ୍ଞ ରାଧାକ୍ରୀଷ୍ଣନ ନାୟର । ଶୁକ୍ରବାର ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ରାଧାକ୍ରୀଷ୍ଣନଙ୍କୁ ନିଯୁକ୍ତି ଦେଇଛି ।
62 ବର୍ଷୀୟ ରାଧାକ୍ରୀଷ୍ଣନ ଚଳିତ ବର୍ଷ ଜୁଲାଇରୁ କାର୍ଯ୍ୟକାରୀ କୋଚ ଭାବେ କାର୍ଯ୍ୟ କରୁଥିଲେ । ବାହାଦୂର ସିଂହଙ୍କ ଇସ୍ତଫା ପରେ ଦାୟିତ୍ବ ସମ୍ଭାଳିଥିଲେ ।