ଓଡିଶା

odisha

ETV Bharat / sports

69ତମ ଜାତୀୟ ଭଲିବଲ ପ୍ରତିଯୋଗିତା: ପ୍ରଥମ ଦିନରେ ଓଡିଶାକୁ ମିଶ୍ରିତ ଫଳ ପ୍ରାପ୍ତି - Volleyball Tournament

କିଟ ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ 69 ତମ ଜାତୀୟ ଭଲିବଲ ଚମ୍ପିଆନସିପ ଉଦଘାଟିତ ହୋଇଛି ।

69ତମ ଜାତୀୟ ଭଲିବଲ ପ୍ରତିଯୋଗିତା: ପ୍ରଥମ ଦିନରେ ଓଡିଶାକୁ ମିଶ୍ରିତ ଫଳ ପ୍ରାପ୍ତି
69ତମ ଜାତୀୟ ଭଲିବଲ ପ୍ରତିଯୋଗିତା: ପ୍ରଥମ ଦିନରେ ଓଡିଶାକୁ ମିଶ୍ରିତ ଫଳ ପ୍ରାପ୍ତି

By

Published : Mar 6, 2021, 8:25 AM IST

ଭୁବନେଶ୍ବର: କିଟ ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ 69 ତମ ଜାତୀୟ ଭଲିବଲ ଚମ୍ପିଆନସିପ ଉଦ୍ଘାଟିତ ହୋଇଛି। ଯେଉଁଥିରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ତେବେ ପ୍ରଥମ ଦିନରେ ଆୟୋଜିତ ପ୍ରତିଯୋଗିତାରେ ଓଡିଶା ଦଳକୁ ମିଶ୍ରିତ ଫଳ ମିଳିଛି।

69ତମ ଜାତୀୟ ଭଲିବଲ ପ୍ରତିଯୋଗିତା: ପ୍ରଥମ ଦିନରେ ଓଡିଶାକୁ ମିଶ୍ରିତ ଫଳ ପ୍ରାପ୍ତି

1ମ ଦିନରେ ପୁରୁଷ ବିଭାଗରେ ଓଡିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପୁରୁଷ ଟିମ 3-0ସେଟରେ ବିଜୟ ଲାଭ କରିଥିବାବେଳେ ମହିଳା ବିଭାଗରେ ଓଡିଶା ଓ ରାଜସ୍ଥାନ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଓଡିଶା ଦଳ 3-2 ସେଟରେ ପରାସ୍ତ ହୋଇଛି।

ତେବେ ଆଗାମୀ ଦିନରେ ଓଡିଶା ଟିମ ଉଭୟ ପୁରୁଷ ଓ ମହିଳା ବିଭାଗରେ ଉନ୍ନତ କ୍ରୀଡା ପରଦର୍ଶନ କରିବା ନେଇ ଆଶା ପୋଷଣ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details