ଭୁବନେଶ୍ବର: ଆରମ୍ଭ ହେଲା ଚଳିତ ବର୍ଷର ବିଜୁ ପଟ୍ଟନାୟକ ପର୍ବତାରୋହଣ ଅଭିଯାନ । କଳିଙ୍ଗ ଷ୍ଟାଡିୟମରୁ ଏହାର ଶୁଭାରମ୍ଭ ହୋଇଛି । କ୍ରୀଡା ସଚିବ ବିଶାଲ ଦେବ ପତାକା ଦେଖାଇ ଅଭିଯାନକୁ ସବୁଜ ସଂକେତ ଦେଖାଇଛନ୍ତି ।
4ର୍ଥ ବିଜୁ ପଟ୍ଟନାୟକ ପର୍ବତାରୋହଣ ଅଭିଯାନ-୨୦୧୯ ଆରମ୍ଭ - ମାଉଣ୍ଟ ଷ୍ଟକ କାଙ୍ଗ୍ରି ପର୍ବତାରୋହଣ
ଆରମ୍ଭ ହେଲା ବିଜୁ ପଟ୍ଟନାୟକ ପର୍ବତାରୋହଣ ଅଭିଯାନ 2019 । କଳିଙ୍ଗ ଷ୍ଟାଡିୟମରୁ କ୍ରୀଡା ସଚିବ ବିଶାଲ ଦେବ ପତାକା ଦେଖାଇ ଅଭିଯାନର ଶୁଭାରମ୍ଭ କରିଛନ୍ତି ।
![4ର୍ଥ ବିଜୁ ପଟ୍ଟନାୟକ ପର୍ବତାରୋହଣ ଅଭିଯାନ-୨୦୧୯ ଆରମ୍ଭ](https://etvbharatimages.akamaized.net/etvbharat/prod-images/768-512-4380685-thumbnail-3x2-wc.jpeg)
ଫଟୋ ସୌଜନ୍ୟ: twitter@sports_odisha
20 ହଜାର 187 ଫୁଟ ଉଚ୍ଚତାର ମାଉଣ୍ଟ ଷ୍ଟକ କାଙ୍ଗ୍ରି ପର୍ବତାରୋହଣ କରିବାର ଲକ୍ଷ୍ୟ ରହିଛି । ଏହି ଅଭିଯାନରେ 10 ଜଣ ପୁଅ ଓ 5ଜଣ ଝିଅ ରହିଛନ୍ତି ।