ହାଇଦ୍ରାବାଦ: କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ହାଇପ୍ରୋଫାଇଲ ପ୍ରତିଯୋଗିତା ସ୍ଥଗିତ ହୋଇଛି । 2020 ୟୁଏସଏ ଫେନ୍ସିଂ ନ୍ୟାସନାଲ ଚମ୍ପିଆନ ସ୍ଥଗିତ ହୋଇଛି ।
କୋରୋନା ଭାଇରସ: ୟୁଏସଏ ଫେନ୍ସିଂ ନ୍ୟାସନାଲ ଚମ୍ପିଆନସିପ ସ୍ଥଗିତ - କୋରୋନା ଭାଇରସ
କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ହାଇପ୍ରୋଫାଇଲ ପ୍ରତିଯୋଗିତା ସ୍ଥଗିତ ହୋଇଛି । 2020 ୟୁଏସଏ ଫେନ୍ସିଂ ନ୍ୟାସନାଲ ଚମ୍ପିଆନ ସ୍ଥଗିତ ହୋଇଛି ।
![କୋରୋନା ଭାଇରସ: ୟୁଏସଏ ଫେନ୍ସିଂ ନ୍ୟାସନାଲ ଚମ୍ପିଆନସିପ ସ୍ଥଗିତ 2020 USA Fencing National Championships postponed](https://etvbharatimages.akamaized.net/etvbharat/prod-images/768-512-6745560-61-6745560-1586596274807.jpg)
କୋରୋନା ଭାଇରସ: ୟୁଏସଏ ଫେନ୍ସିଂ ନ୍ୟାସନାଲ ଚମ୍ପିଆନସିପ ସ୍ଥଗିତ
ଏହି ପ୍ରତିଯୋଗିତାକୁ ଚଳିତ ବର୍ଷ ଅଗଷ୍ଟ ମାସକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହା ଜୁନ 28ରୁ ଜୁଲାଇ 7 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା । ତେବେ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ସୁରକ୍ଷା ଦୃଷ୍ଟିରୁ ପୂର୍ବସୂଚୀରେ ପରିବର୍ତ୍ତନ କରାଯାଇଛି ।