ଭୁବନେଶ୍ବର: ଜୁନିୟର ହକି ବିଶ୍ବକପରେ ( (Junior World Cup hockey) ବର୍ଷା ସାଜିଲା ବାଧକ । ବର୍ଷା ପାଇଁ ହକି ମ୍ୟାଚକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ସ୍ପେନ ଓ ମାଲେସିଆ (Spain and Malaysia) ମଧ୍ୟରେ ହେବାକୁ ଥିବା ମ୍ୟାଚ ସ୍ଥଗିତ ରହିଛି । ବର୍ଷା ସ୍ଥିତିରେ ସୁଧାର ଆସିବା ପରେ ମ୍ୟାଚ ଆରମ୍ଭ ହେବ ବୋଲି ଆଇଏଫଏଚ ଟ୍ବିଟ କରି ସୂଚନା ଦେଇଛି ।
Junior Hockey WC: ବର୍ଷା ପାଇଁ ସ୍ପେନ ଓ ମାଲେସିଆ ମ୍ୟାଚ ସାମୟିକ ସ୍ଥଗିତ - ଜୁନିୟର ହକି ବିଶ୍ବକପ
ଜୁନିୟର ହକି ବିଶ୍ବକପରେ ( (Junior World Cup hockey) ବର୍ଷା ସାଜିଲା ବାଧକ । ବର୍ଷା ପାଇଁ ହକି ମ୍ୟାଚକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ସ୍ପେନ ଓ ମାଲେସିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ ସ୍ଥଗିତ ରହିଛି । ଅଧିକ ପଢନ୍ତୁ
ବର୍ଷା ପାଇଁ ସ୍ପେନ ଓ ମାଲେସିଆ ମ୍ୟାଚ ସାମୟିକ ସ୍ଥଗିତ
ବର୍ଷା ପାଇଁ ସ୍ପେନ ଓ ମାଲେସିଆ ମ୍ୟାଚ ସାମୟିକ ସ୍ଥଗିତ
ବାତ୍ୟା ଜୱାଦ ପାଇଁ ରାଜ୍ୟରେ ବର୍ଷା ଜାରି ରହିଛି । ଫଳରେ ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ସ୍ପେନ ଓ ମାଲେସିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ ସ୍ଥଗିତ ହୋଇଛି । ୧୦ଟା ୩୦ରେ ମ୍ୟାଚ ହେବାକୁ ଥିଲା ହେଲେ ବର୍ଷା ବାଧକ ସାଜିଛି । ଏହାକୁ ସ୍ଥଗିତ ରଖାଯାଇଛି । ୧୧ଟା ୩୦ ସୁଦ୍ଧା ମ୍ୟାଚ ହେବ ବୋଲି ଆଶା କରାଯାଉଛି । ଗ୍ରାଉଣ୍ଡ ସଫା କାର୍ଯ୍ୟ ଜାରି ରହିଛି । ଯଦ ଏହି ଭଳି ବର୍ଷା ଜାରି ରହେ ତେବେ ମ୍ୟାଚ ହେବା ନେଇ ଆଶଙ୍କା ଉପୁଜିପାରେ । ରାତିରେ ଜର୍ମାନୀ ଓ ଆର୍ଜେଣ୍ଟିନା ଫାଇନାଲ ମ୍ୟାଚ ମଧ୍ୟ ହେବାକୁ ଅଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ
Last Updated : Dec 5, 2021, 11:56 AM IST