ଭୁବନେଶ୍ବର: ଓଡିଶା ଆୟୋଜନ କରିବ ପ୍ରଥମ ହକି ଇଣ୍ଡିଆ ଜୁନିୟର ମହିଳା ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ 2021 । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ । ନାଭାଲ ଟାଟା ହକି ଏକାଡେମୀ ଓ ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ବିଭାଗ ମିଳିତ ସହଭାଗୀତାରେ ଜୁନିୟର ଓ ସବ-ଜୁନିୟର ଚମ୍ପିଆନସିନ ଆୟୋଜନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି ।
କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବରରେ ମାର୍ଚ୍ଚ 17ରୁ ଏହି ପ୍ରତିଯୋଗୀତା ଆରମ୍ଭ ହେବା ନେଇ ସୂଚୀ ରହିଛି ।