ନୂଆଦିଲ୍ଲୀ:1980 ମସ୍କୋ ଅଲମ୍ପିକ ଖେଳରେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିବା ଏମକେ କୌଶିକଙ୍କ ଦେହାନ୍ତ । କୋରୋନା ଭାଇରସରେ ସଂକ୍ରମିତ ହୋଇ ସେ ଚିକିତ୍ସିତ ହେଉଥିଲେ ।
କୌଶିକଙ୍କ ପୂର୍ବରୁ ରବିବାର ସକାଳେ ମସ୍କୋ ଅଲମ୍ପିକ ବିଜେତା ଟିମର ଅନ୍ୟତମ ସଦସ୍ୟ ରହିଥିବା ରବିନ୍ଦ୍ର ପାଲ୍ ସିଂହଙ୍କ ମଧ୍ୟ କୋରୋନାରେ ଆକ୍ରାନ୍ତ ହେବାପରେ ମୃତ୍ୟୁ ହୋଇଛି ।