ହାଇଦ୍ରାବାଦ: 11ତମ ହକି ସବ-ଜୁନିୟର ପୁରୁଷ ଜାତୀୟ ଚମ୍ପିଆନସିପ 2021 ବିଜେତା ହୋଇଛି ହକି ଝାଡଖଣ୍ଡ । ହକି ହରିୟାଣାକୁ 3-1ଗୋଲ୍ ରେ ହରାଇ ଚମ୍ପିଆନ ହୋଇଛି ଝାଡଖଣ୍ଡ ।
ସବ୍-ଜୁନିୟର ହକି ଜାତୀୟ ଚମ୍ପିଆନସିପ ଜିତିଲା ହକି ଝାଡଖଣ୍ଡ - 11th Sub Junior
11ତମ ହକି ସବ-ଜୁନିୟର ପୁରୁଷ ଜାତୀୟ ଚମ୍ପିଆନସିପ 2021 ବିଜେତା ହୋଇଛି ହକି ଝାଡଖଣ୍ଡ । ଅଧିକ ପଢନ୍ତୁ...
ସବ୍-ଜୁନିୟର ହକି ଜାତୀୟ ଚମ୍ପିଆନସିପ ଜିତିଲା ହକି ଝାଡଖଣ୍ଡ
ମ୍ୟାଚର ସଂପୂର୍ଣ୍ଣ 60 ମିନିଟରେ କୌଣସି ଟିମ ଗୋଲ୍ କରିପାରିନତିଲେ । ଫଳରେ ଗୋଲ୍ ଶୂନ୍ୟ ଭାବେ ମ୍ୟାଚ ଶେଷ ହୋଇଥିଲା । ପରେ ସୁଟ୍ଆଉଟ ଦ୍ବାରା ବିଜେତା ନିର୍ଣ୍ଣୟ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ