ଓଡିଶା

odisha

ETV Bharat / sports

ଟିମ ଇଣ୍ଡିଆର ବିଜୟ ନେଇ ଆଶାବାଦୀ ପୂର୍ବତନ କ୍ୟାପଟେନ ଦିଲୀପ ତିର୍କୀ - Former india hockey captain Dilip Tirkey news

ଜର୍ମାନୀ ବିପକ୍ଷ ହକି ବିଶ୍ବକପ ମ୍ୟାଚ୍‌ ଅତ୍ୟନ୍ତ ସଙ୍ଘର୍ଷପୂର୍ଣ୍ଣ ହେବ କହିଲେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ । ଅଧିକ ପଢନ୍ତୁ

Former india hockey captain Dilip Tirkey is optimistic about Team Indias victory
ଟିମ ଇଣ୍ଡିଆର ବିଜୟ ନେଇ ଆଶାବାଦୀ ପୂର୍ବତନ କ୍ୟାପଟେନ ଦିଲୀପ ତିର୍କୀ

By

Published : Dec 3, 2021, 7:30 PM IST

ଭୁବନେଶ୍ବର: ହକି ସେମିଫାଇନାଲ ମ୍ୟାଚ୍‌ ନେଇ ପ୍ରିତିକ୍ରିୟା ରଖିଲେ ଭାରତ ହକି ଟିମର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ(Dilip Tirkey) । ସନ୍ଧ୍ୟାରେ ଖେଳାଯିବାକୁ ଥିବା ଜୁନିଅର ହକି ବିଶ୍ବକପର ପ୍ରଥମ ସେମିଫାଇନାଲରେ ଭାରତ ଏବଂ ଜର୍ମାନୀ ମୁହାଁମୁହିଁ ହେବେ । ଏହି ମ୍ୟାଚ୍‌କୁ ନେଇ ଦିଲୀପ ତିର୍କୀ କହିଛନ୍ତି ମ୍ୟାଚ୍‌ ଅତ୍ୟନ୍ତ ସଙ୍ଘର୍ଷପୂର୍ଣ୍ଣ ହେବ ।

ଭାରତ ଏବଂ ଜର୍ମାନୀ ମଧ୍ୟରେ ପୂର୍ବରୁ ମ୍ୟାଚ ଖେଳାଯାଇଛି । ଜର୍ମାନୀର ପୂର୍ବ ମ୍ୟାଚ୍‌ ଗୁଡିକର ପ୍ରଦର୍ଶନ ଭଲ ରହିଛି। ଭାରତ ଆଜିର ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାସଲ କରୁ ବୋଲି କହିଛନ୍ତି ଦିଲୀପ ତିର୍କୀ ।

ଟିମ ଇଣ୍ଡିଆର ବିଜୟ ନେଇ ଆଶାବାଦୀ ପୂର୍ବତନ କ୍ୟାପଟେନ ଦିଲୀପ ତିର୍କୀ

ଭାରତୀୟ ବିଶ୍ବକପ ଟିମରେ ଥିବା 3 ଜଣ ଓଡ଼ିଆଙ୍କ ପ୍ରଦର୍ଶନ ଭଲ ସହ ସେମିଫାଇନାଲରେ ଭାରତର ବିଜୟ ଚାହାନ୍ତି ବୋଲି କହିଛନ୍ତି ଦିଲୀପ ତିର୍କୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details