ନୂଆଦିଲ୍ଲୀ: ଆମେରିକାରେ ଫସିଛନ୍ତି ପୂର୍ବତନ ଭାରତୀୟ ଅଲମ୍ପିକ ଖେଳାଳି ଅଶୋକ ଦିୱାନ । ଭାରତ ଫେରିବାକୁ ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରାଙ୍କୁ ଅପିଲ କରିଛନ୍ତି ।
ଆମେରିକାରେ ଫସିଛନ୍ତି ପୂର୍ବତନ ଅଲମ୍ପିକ ଖେଳାଳି, ସାହାଯ୍ୟ ପାଇଁ ନିବେଦନ - Ashok Diwan writes to IOA for help
ଆମେରିକାରେ ଫସିଛନ୍ତି ପୂର୍ବତନ ଭାରତୀୟ ଅଲମ୍ପିକ ଖେଳାଳି ଅଶୋକ ଦିୱାନ । ଭାରତ ଫେରିବାକୁ ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରାଙ୍କୁ ଅପିଲ କରିଛନ୍ତି ।

ଆମେରିକାରେ ଫସିଛନ୍ତି ପୂର୍ବତନ ଅଲମ୍ପିକ ଖେଳାଳି, ସାହାଯ୍ୟ ପାଇଁ ନିବେଦନ
ଆଇଓଏର ସଭାପତିଙ୍କ ଉଦ୍ଦେଶ୍ୟରେ ଦିୱାନ ଲେଖିଛନ୍ତି, "ମୁଁ ଆମେରିକାରା ଫସିଯାଇଛି । ମୋତେ ଆପଣଙ୍କ ସାହାଯ୍ୟ ଦରକାର । ମୋର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି ।"
65 ବର୍ଷିୟ ଅଶୋକ ଦିୱାନ 1976 ଅଲମ୍ପିକରେ ଭାରତୀୟ ହକି ଦଳରେ ଖେଳିଛନ୍ତି । ଏଥିସହିତ 1975 ହକି ବିଶ୍ବକପ ବିଜେତା ଭାରତୀୟ ଟିମର ସଦସ୍ୟ ରହିଛନ୍ତି ।