ଓଡିଶା

odisha

କୋରୋନା ଭାଇରସ: ପରିବାରକୁ ଭେଟିପାରିଲେନି ମହିଳା ହକି ଟିମ କୋଚ

ଭାରତୀୟ ମହିଳା ହକି ଟିମ କୋଚ ଏସଜୋରଡ ମାରିଜିନଙ୍କୁ ନିଜ ଦେଶ ନେଦରଲାଣ୍ଡକୁ ଯାଇପାରିନାହିଁନ୍ତି । ଏୟାରପୋର୍ଟ ଯିବା ବାଟରୁ ହିଁ ଫେରିଆସିଛନ୍ତି କୋଚ ମାରିଜିନ । ଅଧିକ ପଢନ୍ତୁ...

By

Published : Mar 15, 2020, 11:41 AM IST

Published : Mar 15, 2020, 11:41 AM IST

sjoerd Marijine
ଭାରତୀୟ ମହିଳା ହକି ଟିମ କୋଚ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ କୋଚ ଏସଜୋରଡ ମାରିଜିନଙ୍କୁ ନିଜ ଦେଶ ନେଦରଲାଣ୍ଡକୁ ଯାଇପାରିନାହିଁନ୍ତି । ଏୟାରପୋର୍ଟ ଯିବାବାଟରୁ ହିଁ ଫେରିଆସିଛନ୍ତି କୋଚ ମାରିଜିନ ।

ଭାରତୀୟ ମହିଳା ହକି ଟିମ କୋଚ

ମହାମାରୀ କୋରୋନା ଭାଇରସ ଯୋଗୁଁ ଭାରତ ସରକାର ଏପ୍ରିଲ 15 ପର୍ଯ୍ୟନ୍ତ ସମସ୍ତ ପ୍ରକାର ବିଦେଶୀ ଭିସାକୁ ବାତିଲ କରିଛନ୍ତି । ଫଳରେ ନେଦରଲାଣ୍ଡସ ଯାତ୍ରା ପରେ ଭାରତ ଏପ୍ରିଲ 15 ପର୍ଯ୍ୟନ୍ତ ଭାରତ ଫେରିପାରିବେନି ମାରିଜିନ । ଏହା ଚିନ୍ତା କରି ସେ ଫେରିଆସିଥିବା ଜଣାପଡିଛି ।

ଫଳରେ କୋରୋନା ଭାଇରସ ପାଇଁ ପରିବାରକୁ ଭେଟିବାରୁ ବଞ୍ଚିତ ହୋଇଛନ୍ତି କୋଚ ମାରିଜିନ । ଭାରତୀୟ ମହିଳା ଦଳ ବେଙ୍ଗାଲୁରୁ ସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିର(ନ୍ୟାସନାଲ କୋଚିଂ କ୍ୟାମ୍ପ)ରେ ରହିଥିଲେ । ତେବେ ଆଜି ଏହା ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details