ନୂଆଦିଲ୍ଲୀ: ଶେଷ ଯାତ୍ରାରେ ଭାରତର କିମ୍ବଦନ୍ତୀ ହକି ଖେଳାଳି ପଦ୍ମଶ୍ରୀ ବଲବୀର ସିଂହ । ତାଙ୍କ ଦେହାନ୍ତରେ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି ।
ସଦା ସ୍ମରଣୀୟ ରହିବେ ବଲବୀର ସିଂହ: ମନପ୍ରିତ ସିଂହ - Balbir Singh will always be admired
ସବୁ ପିଢି ପାଇଁ ପଦ୍ମଶ୍ରୀ ବଲବୀର ସିଂହ ସଦା ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି ବର୍ତ୍ତମାନର ଭାରତୀୟ ହକି ଟିମ କ୍ୟାପଟେନ ମନପ୍ରିତ ସିଂହ ।

ସଦା ସ୍ମରଣୀୟ ରହିବେ ବଲବୀର ସିଂହ: ମନପ୍ରିତ ସିଂହ
ବର୍ତ୍ତମାନର ଭାରତୀୟ ହକି ଦଳର କ୍ୟାପଟେନ ମନପ୍ରିତ ସିଂହ ବଲବୀର ସିଂହଙ୍କ ମୃତ୍ୟୁକୁ ନେଇ ଭାବବିହ୍ବଳ ହୋଇପୋଡିଛନ୍ତି । ଭାରତର ଅନ୍ୟତମ ଶ୍ରେଷ୍ଠ ଆଥଲେଟଙ୍କ ବିୟୋଗ ବୋଲି ବଲବୀରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମନପ୍ରିତ ।
ଏଥିସହିତ ସବୁ ପିଢିପାଇଁ ବଲବୀର ସିଂହ ସଦା ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି ।