ସବ୍-ଜୁନିୟର ହକି ନ୍ୟାସନାଲ ଚମ୍ପିଆନସିପ: ସେମିରେ ହାରିଲା ଓଡିଶା - ଫାଇନାଲ୍ରେ ଝାଡଖଣ୍ଡ

ସବ୍-ଜୁନିୟର ହକି ନ୍ୟାସନାଲ ଚମ୍ପିଆନସିପ: ସେମିରେ ହାରିଲା ଓଡିଶା
16:33 March 17
ସବ୍-ଜୁନିୟର ହକି ନ୍ୟାସନାଲ ଚମ୍ପିଆନସିପ: ସେମିରେ ହାରିଲା ଓଡିଶା
ଭୁବନେଶ୍ବର: 11ତମ ହକି ଇଣ୍ଡିଆ ସବ୍-ଜୁନିୟର ମହିଳା ନ୍ୟାସନାଲ ଚମ୍ପିଆନସିପ୍ ସେମିଫାଇନାଲରେ ଓଡିଶାର ପରାଜୟ ।
5-0ରେ ଓଡିଶା ମହିଳା ଟିମକୁ ହରାଇ ଫାଇନାଲ୍ରେ ଝାଡଖଣ୍ଡ । ଫାଇନାଲ ମୁକାବିଲା ଝାଡଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯିବ । ହରିୟାଣା ପୂର୍ବରୁ ପ୍ରଥମ ସେମିଫାଇନାଲରେ ଉତ୍ତର ପ୍ରଦେଶକୁ 10-0ରେ ହରାଇ ଫାଇନାଲରେ ପହଞ୍ଚିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Mar 17, 2021, 5:18 PM IST