ବର୍ମିଂହାମ: ଚଳିତ ପ୍ରିମିୟର ଲିଗ ଫୁଟବଲ ସିଜିନରେ ମାଞ୍ଚେଷ୍ଟର ୟୁନାଇଟେଡର ଆଉ ଏକ ଏକତରଫା ବିଜୟ । ଆଷ୍ଟନ ଭିଲା ବିପକ୍ଷ ମ୍ୟାଚରେ 3-0 ଗୋଲରେ ବିଜୟୀ ହୋଇଛି ମାଞ୍ଚେଷ୍ଟର ।
ଏଥିସହିତ ପ୍ରିମିୟର ଲିଗ ଇତିହାସରେ 3 କିମ୍ବା ଅଧିକ ଗୋଲରେ କ୍ରମାଗତ 4ଟି ମ୍ୟାଚରେ ବିଜୟୀ ହେବାର ରେକର୍ଡ କରିଛି । ଏହି ସଫଳତା ଶେଷ ଟିମ ଭାବେ ବର୍ଷ 1987 ଅକ୍ଟୋବରରେ ଲିଭରପୁଲକୁ ମିଳିଥିଲା । ଫଳରେ 33ବର୍ଷର ରେକର୍ଡ ସହ ସମକକ୍ଷ ହୋଇଛି ।