ଲଣ୍ଡନ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଗତ ମାର୍ଚ୍ଚରୁ ପ୍ରିମିୟର ଲିଗ ବାତିଲ ଘୋଷଣା ହୋଇଥିଲା । ମାତ୍ର ୟୁକେ ସରକାର ଏହି ଲିଗ ଆରମ୍ଭ ପାଇଁ କ୍ଳବକୁ ଅନୁମତି ପ୍ରଦାନ କରିଛନ୍ତି ।
ପ୍ରିମିୟର ଲିଗ ଆରମ୍ଭକୁ ୟୁକେ ସରକାରଙ୍କ ଗ୍ରିନ ସିଗନାଲ
ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଗତ ମାର୍ଚ୍ଚରୁ ପ୍ରିମିୟର ଲିଗ ବାତିଲ ଘୋଷଣା ହୋଇଥିଲା । ମାତ୍ର ୟୁକେ ସରକାର ଏହି ଲିଗ ଆରମ୍ଭ ପାଇଁ କ୍ଳବକୁ ଅନୁମତି ପ୍ରଦାନ କରିଛନ୍ତି ।
ପ୍ରିମିୟର ଲିଗକୁ ଆରମ୍ଭକୁ ୟୁକେ ସରକାରଙ୍କ ଗ୍ରିନ ସିଗନାଲ
ଫଳରେ ଜୁନରୁ ପ୍ରିମିୟର ଲିଗ ଫେରିବା ନେଇ ପ୍ରସ୍ତୁତି ଚଳାଇଛନ୍ତି ପରିଚାଳନା କମିଟି । ତେବେ ୟୁକେ ସରକାର ଅନୁମତି ପ୍ରଦାନ ସହ କଡା ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି ।
ଖେଳାଳିଙ୍କୁ ପରସ୍ପର ମଧ୍ୟରେ 2 ମିଟରର ସାମାଜିକ ଦୂରତା ରକ୍ଷା କରିବାକୁ ହେବ । ଏଥିସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ତତ ସମସ୍ତ କଟକଣାର ପାଳନ ପାଇଁ ନିର୍ଦ୍ଦେଶ ରହିଛି । ଗତ ସପ୍ତାହରୁ ସାମାଜିତ ଦୂରତ୍ବ ପାଳନ ସହ ଅଭ୍ୟାସକୁ ଆରମ୍ଭ କରିଛନ୍ତି ପ୍ରିମିୟର ଲିଗ ଖେଳାଳି ।