ଓଡିଶା

odisha

U-17 ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଟାଇଟଲ ଜିତିଲା ସ୍ବିଡେନ

By

Published : Dec 19, 2019, 10:27 PM IST

U-17 ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପଆନ ହୋଇଛି ସ୍ବିଡେନ ମହିଳା ଦଳ । ଫାଇନାଲ ମ୍ୟାଚରେ 4-0 ଗୋଲରେ ମାତ ଦେଇ ଟାଇଟଲ ହାସଲ କରିଛି ଦଳ ।

sweden
sweden

ମୁମ୍ବାଇ: 17 ବର୍ଷରୁ କମ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପଆନ ହୋଇଛି ସ୍ବିଡେନ । ଭାରତକୁ ଫାଇନାଲରେ 4-0ରେ ମାତ୍‌ ଦେଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@IndianFootball

ମ୍ୟାଚ ଆରମ୍ଭର 4ମିନିଟ୍‌ରେ ସ୍ବିଡେନ ପ୍ରଥମ ଗୋଲ ଦେଇଥିଲା । ଏହାପରେ ମ୍ୟାଚର 16ମିନିଟ୍‌, 18ମିନିଟ୍‌ ଓ 71ମନିଟ୍‌ରେ ଗୋଲ୍‌ ଦେଇ ମ୍ୟାଚକୁ ନିଜ ନାଁରେ କରିଥିଲେ ସ୍ବିଡେନ ମହିଳା ଦଳ ।

ଭାରତୀୟ ମହିଳା ଟିମର ସିଲ୍କି ଦେବୀଙ୍କୁ ମୋଷ୍ଟ ପ୍ରମିସିଙ୍ଗ ପ୍ଲେୟାର ଅଫ୍‌ ଟୁର୍ଣ୍ଣାମେଣ୍ଟ ମିଳିଛି ।

ABOUT THE AUTHOR

...view details