ଓଡିଶା

odisha

ETV Bharat / sports

ପାତନା ପଡ଼ିଆରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ - ଆନନ୍ଦପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ମୁଖ୍ୟ ଅତିଥି ଭାବେ ନାଲୁରାମ୍ ମାରାଣ୍ଡି, ଶ୍ୟାମସୁନ୍ଦର ହେମ୍ବ୍ରମ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଛନ୍ତି । ଅଧିକ ପଢନ୍ତୁ...

State Level Football Tournament inaugurated at Ghasipura, keonjhar
ପାତନା ପଡ଼ିଆରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

By

Published : Feb 8, 2021, 3:57 PM IST

Updated : Feb 8, 2021, 4:31 PM IST

ଆନନ୍ଦପୁର: ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଟ । ସ୍ଥାନୀୟ ଘସିପୁରା ବ୍ଳକ ପାତନା ଖେଳପଡ଼ିଆରେ ମହାଦେବ ରାଣୀ କ୍ଳବ ପକ୍ଷରୁ ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଟ ଉଦ୍‌ଘାଟିତ ହୋଇଛି।

ପାତନା ପଡ଼ିଆରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଏକାଧିକ ଟିମ ଅଂଶ ଗ୍ରହଣ କରିଛନ୍ତି। ମୁଖ୍ୟଅତିଥି ଭାବେ ନାଲୁରାମ୍ ମାରାଣ୍ଡି, ଶ୍ୟାମସୁନ୍ଦର ହେମ୍ବ୍ରମ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଛନ୍ତି ।

କେନ୍ଦୁଝରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Feb 8, 2021, 4:31 PM IST

ABOUT THE AUTHOR

...view details