ଓଡିଶା

odisha

ETV Bharat / sports

ବିଶ୍ବର ଶ୍ରେଷ୍ଠ ମିଡଫିଲ୍ଡର ପୋଗବା: ମାଞ୍ଚେଷ୍ଟର ୟୁନାଇଟେଡ ମ୍ୟାନେଜର - best midfielders in world

ପୋଗବାଙ୍କୁ ବିଶ୍ବର ଶ୍ରେଷ୍ଠ ମିଡଫିଲ୍ଡର ବୋଲି କହିଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ ମ୍ୟାନେଜର ଓଲେ ଗୁନର ସୋଲସକଜର ।

Pogba one of the best midfielders in world: Solskjaer
ବିଶ୍ବର ଶ୍ରେଷ୍ଠ ମିଡଫିଲ୍ଡର ପୋଗବା: ମାଞ୍ଚେଷ୍ଟର ୟୁନାଇଟେଡ ମ୍ୟାନେଜର

By

Published : Jun 19, 2020, 4:51 PM IST

ଲଣ୍ଡନ: ମିଡଫିଲ୍ଡର ପୋଗବାଙ୍କୁ ମାଞ୍ଚେଷ୍ଟର ୟୁନାଇଟେଡ ମ୍ୟାନେଜର ଓଲେ ଗୁନର ସୋଲସକଜରଙ୍କ ପ୍ରଶଂସା। ପୋଗବା ବିଶ୍ବର ଶ୍ରେଷ୍ଠ ମିଡଫିଲ୍ଡର ବୋଲି କହିଛନ୍ତି ସୋଲସକଜର ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ପ୍ରାୟ 3 ମାସ ସମସ୍ତ ପ୍ରକାର ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିଥିଲା । ମାତ୍ର ଧିରେଧିରେ ଏକାଧିକ ଫୁଟବଲ ଲିଗ ଆରମ୍ଭ ହେଉଛି ।

ଜୁନ 20ରେ ମାଞ୍ଚେଷ୍ଟର ୟୁନାଇଟେଡ ସହ ଟୋଟେନହାମର ମୁକାବିଲା ରହିଛି । ଏହି ମ୍ୟାଚରେ ମିଡଫିଲ୍ଡର ପୋଗବାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଆହତ ସମସ୍ୟା ଯୋଗୁଁ ଟିମରୁ ବାଦ ପଡିଥିଲେ । ମାତ୍ର ଏବେ ସୁସ୍ଥ ହୋଇ ଫେରିବା ପରେ, ମାଞ୍ଚେଷ୍ଟର ୟୁନାଇଟେଡ କ୍ଳବ ଶକ୍ତିଶାଳୀ ହୋଇଛି ।

ABOUT THE AUTHOR

...view details