ଓଡିଶା

odisha

ETV Bharat / sports

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ AFC ମହିଳା ଏସିଆନ କପ୍‌ 2022 - କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବର

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ AFC ମହିଳା ଏସିଆନ କପ୍‌ 2022
କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ AFC ମହିଳା ଏସିଆନ କପ୍‌ 2022

By

Published : Mar 26, 2021, 1:29 PM IST

Updated : Mar 26, 2021, 1:44 PM IST

13:15 March 26

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ AFC ମହିଳା ଏସିଆନ କପ୍‌ 2022

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବରରେ ଖେଳାଯିବ AFC ମହିଳା ଏସିଆନ କପ 2022 । ଏହି ସମ୍ନାନଜନକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛି ଭାରତ । ଦେଶ ତିନୋଟି ଭେନ୍ୟୁ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ ରହିଛି । 

ଟ୍ରାସଷ୍ଟାଡିୟା, ଅହମ୍ମଦାବାଦ, କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବର ଓ ଡି.ୱାଇ ପାଟିଲ ଷ୍ଟାଡିୟମ ନବି ମୁମ୍ବାଇରେ ଖେଳାଯିବ ଏହି ମେଗା ମହିଳା ଫୁଟବଲ ପ୍ରତିଯୋଗିତା । ଏନେଇ ସ୍ପଷ୍ଟକଲେ ସର୍ବଭାରତୀୟ ଫୁଟବଲ ମହାସଂଘ(AIFF)ର ସଭାପତି ପ୍ରଫୁଲ୍ଲ ପଟେଲ ।  2022 ଜାନୁଆରୀ 20ରୁ ଫେବ୍ରୁଆରୀ 6ପର୍ଯ୍ୟନ୍ତ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 26, 2021, 1:44 PM IST

ABOUT THE AUTHOR

...view details