କୋଲକାତା: ଚଳିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଇ-ଲିଗ୍ ଏବେ ରୋମାଞ୍ଚକ ମୋଡରେ ରହିଛି । 4ଟି ରାଉଣ୍ଡ ବାକି ଥାଇ କୌଣସି ଦଳ ଟାଇଟଲ ହାତେଇବାକୁ ଯାଉଛି । ତେବେ ଟାଇଟଲ ଲଢେଇରୁ ମାତ୍ର ଆଉ ଗୋଟିଏ ମ୍ୟାଚ ଦୂରରେ ରହିଛି ମୋହନ ବାଗନ୍ । ଆଉ ଏମିତି କରିବାରେ ଟୁର୍ଣ୍ଣାମେଣ୍ଟର 2ୟ ଦଳ ହେବ ମୋହନ ବାଗାନ୍ ।
ଆଇ-ଲିଗ: 4ଟି ରାଉଣ୍ଡ ବାକି ଥାଇ ଟାଇଟଲ ହାତେଇବ ମୋହନ ବାଗାନ୍ - Mohun Bagan win I-League
4ଟି ରାଉଣ୍ଡ ବାକି ଥାଇ କୌଣସି ଦଳ ଟାଇଟଲ ହାତେଇବାକୁ ଯାଉଛି । ଆଉ ଏମିତି କରିବାରେ ଟୁର୍ଣ୍ଣାମେଣ୍ଟର 2ୟ ଦଳ ହେବ ମୋହନ ବାଗାନ୍ । ଅଧିକ ପଢନ୍ତୁ...
![ଆଇ-ଲିଗ: 4ଟି ରାଉଣ୍ଡ ବାକି ଥାଇ ଟାଇଟଲ ହାତେଇବ ମୋହନ ବାଗାନ୍ mohun-bagan-win-i-league-title-with-four-rounds-still-to-go](https://etvbharatimages.akamaized.net/etvbharat/prod-images/768-512-6362702-thumbnail-3x2-zacvas.jpg)
I-League: 4ଟି ରାଉଣ୍ଡ ବାକି ଥାଇ ଟାଇଟଲ ହାତେଇବ ମୋହନ ବାଗାନ୍
ତେବେ ମଙ୍ଗଳବାର ସ୍ଥାନୀୟ କଲ୍ୟାଣୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇଜାୱଲ ବିପକ୍ଷ ମ୍ୟାଚରେ ଏହି କୃତିତ୍ବ ଅର୍ଜନ କରିଛି ଦଳ । ମ୍ୟାଚରେ ଆଇଜାୱଲକୁ 1-0 ଗୋଲରେ ପରାସ୍ତ କରିଛି ମୋହନ ବାଗାନ୍ । ତେବେ ଏହି ବିଜୟ ସହ ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି 16ଟି ମ୍ୟାଚରୁ 39 ପଏଣ୍ଟ ହାସଲ କରିଛି ।