ନେୟୋନ: ପ୍ରିମିୟର ଲିଗ ଚମ୍ପିଆନ ମାଞ୍ଚେଷ୍ଟର ସିଟି ବାସନ୍ଦ । ମିଳିତ ୟୁରୋପ ଫୁଟବଲ ସଂଘ(UEFA) ଚମ୍ପିଆନ୍ସ ଲିଗର 2ଟି ସଂସ୍କରଣରୁ ମାଞ୍ଚେଷ୍ଟର ସିଟିକୁ ବାସନ୍ଦ କରିଛି । ବାସନ୍ଦାଦେଶ ସହିତ 30 ମିଲିୟନ ୟୁରୋସ(USD33 ମିଲିୟନ) ଅର୍ଥରାଶି ଜୋରିମାନା କରିଛି ।
ଚମ୍ପିଆନ୍ସ ଲିଗର 2ଟି ସଂସ୍କରଣରୁ ମାଞ୍ଚେଷ୍ଟର ସିଟି ବାସନ୍ଦ - ୟୁନିୟନ ୟୁରୋପିଅନ ଫୁଟବଲ ଆସୋସିଏସନ
ପ୍ରିମିୟର ଲିଗ ଚମ୍ପିଆନ ମାଞ୍ଚେଷ୍ଟର ସିଟି ବାସନ୍ଦ । ମିଳିତ ୟୁରୋପ ଫୁଟବଲ ସଂଘ(UEFA) ଚମ୍ପିଆନ୍ସ ଲିଗର 2ୟ ସଂସ୍କରଣରୁ ମାଞ୍ଚେଷ୍ଟର ସିଟିକୁ ବାସନ୍ଦ କରିଛି । ଅଧିକ ଖବର ପଢନ୍ତୁ...

ମଞ୍ଚେଷ୍ଟର ସିଟି ବାସନ୍ଦ
ମିଳିତ ୟୁରୋପ ଫୁଟବଲ ସଂଘର ବିଭିନ୍ନ କୋଡ ଅଫ କଣ୍ଡକ୍ଟର ଉଲ୍ଲଂଘନ ପାଇଁ ୟୁଇଏଫଏ ଏହି କଠୋର ନିଷ୍ପତ୍ତି ଶୁଣାଇଛି। 2012ରୁ 2016 ମଧ୍ୟରେ ମାଞ୍ଚେଷ୍ଟର ସିଟି ପକ୍ଷରୁ ୟୁଇଏଫଏକୁ ଦିଆଯାଇଥିବା ତଥ୍ୟରେ ବ୍ୟାପକ ଅର୍ଥ ଅନିୟମିତତା ହୋଇଥିବା ନେଇ ମଧ୍ୟ ଜଣାପଡିଛି ।