ହାଇଦ୍ରାବାଦ: ବାର୍ସିଲୋନାର ମହାନ ଫୁଟବଲର ଲିଓନେଲ ମେସି ରଚିଲେ ଇତିହାସ । ଷ୍ଟ୍ରାଇକର ମେସି 34ଟି ଦେଶ ବିପକ୍ଷରେ ଗୋଲ କରି ବିଶ୍ବର ପ୍ରଥମ ଖେଳାଳି ହୋଇଯାଇଛନ୍ତି । ଲିଓନେଲ ମେସି ଏହି ନୂଆ ରେକର୍ଡ UEFA champions leagueରେ ସୃଷ୍ଟି କରିଛନ୍ତି । ବୁଧବାର ମେସି ଡାର୍ଟମଣ୍ଡ ବିପକ୍ଷରେ ଗୋଲ କରି ଏହି ବିଶ୍ବ ରେକର୍ଡ କରିଛନ୍ତି ।
ଷ୍ଟାର ଫୁଟବଲର ମେସି ରଚିଲେ ଇତିହାସ - lionel messi record latest news
ମହାନ ଫୁଟବଲର ଲିଓନେଲ ମେସିଙ୍କ ନାଁରେ ନୂଆ କୀର୍ତ୍ତିମାନ । 34ଟି ଦେଶ ବିପକ୍ଷରେ ଗୋଲ କରି ବିଶ୍ବର ପ୍ରଥମ ଖେଳାଳି ହୋଇଯାଇଛନ୍ତି ଲିଓନେଲ ।

football
ସୂଚନାଥାଉକି, ଏହା ପୂର୍ବରୁ ପର୍ତ୍ତୁଗାଲର ଷ୍ଟାର ରୋନାଲ୍ଡ ଓ ସ୍ପେନର ରାଉଲ 33ଟି ଟିମ ବିପକ୍ଷରେ ଗୋଲ୍ କରିଥିଲେ । ଏହି ରେକର୍ଡକୁ ମେସି ଗତକାଲି ଭାଙ୍ଗି ଦେଇଛନ୍ତି ।
ଅନ୍ୟପଟେ ମେସି ବାର୍ସିଲୋନା ପକ୍ଷରୁ 700ଟି ମ୍ୟାଚ ଖେଳିଛନ୍ତି । ସ୍ପେନିସ କ୍ଲବ ପାଇଁ 616 ଗୋଲ କରିଛନ୍ତି ଲିଓନେଲ ।