ଓଡିଶା

odisha

ବେୟର୍ନ ମୁନିଚ ସହ ଲେରୟ ସେନଙ୍କ 5ବର୍ଷ ଚୁକ୍ତି

By

Published : Jul 3, 2020, 7:00 PM IST

ବେୟର୍ନ ମୁନିଚ କ୍ୟାମ୍ପରେ ସାମିଲ ହେଲେ ଲେରୟ ସେନ । ନିକଟରେ ସେ ମାଞ୍ଚେଷ୍ଟର ସିଟି କ୍ଳବ ଛାଡିଥିଲେ ।

Leroy Sane joins Bayern Munich from Manchester City
ବେୟର୍ନ ମୁନିଚ ସହ ଲେରୟ ସେନଙ୍କ 5ବର୍ଷ ଚୁକ୍ତି

ମୁନିଚ(ଜର୍ମାନୀ): ବେୟର୍ନ ମୁନିଚ କ୍ୟାମ୍ପରେ ସାମିଲ ହେଲେ ଲେରୟ ସେନ । ନିକଟରେ ସେ ମାଞ୍ଚେଷ୍ଟର ସିଟି କ୍ଳବ ଛାଡିଥିଲେ ।

ବେୟର୍ନ ମୁନିଚ କ୍ଳବ ସହ 5 ବର୍ଷ ପାଇଁ ଜୁନ 30 2025 ପର୍ଯ୍ୟନ୍ତ ଚୁକ୍ତି କରିଛନ୍ତି 24ବର୍ଷୀୟ ଲେରୟ । ଏଥିସହିତ ଆଗାମୀ ସିଜିନ ପାଇଁ ଆସନ୍ତା ସପ୍ତାହରୁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ଜଣାପଡିଛି । ଏନେଇ ବେୟର୍ନ ମୁନିଚ ପକ୍ଷରୁ ଏକ ଅଫିସିଆଲ ଘୋଷଣାନାମାରେ ସୂଚନା ଦିଆଯାଇଛି ।

FC ବେୟର୍ନ ଏକ ଶକ୍ତିଶାଳୀ କ୍ଳବ । ଏହି କ୍ଳବରେ ସାମିଲ ହୋଇଥିବାରୁ ଉତ୍ସାହିତ ଥିବା କହିଛନ୍ତି ଲେରୟ ।

ABOUT THE AUTHOR

...view details