ପାଣାଜି: ଆଇସିଏଲର ସନଡେ ଡବଲହେଡର ମ୍ୟାଚର 2ୟ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଏଟିକେ ଓ ଜାମସେଦପୁର । ଏହି କଡା ମୁକାବିଲାରେ ଏଟିକେ ମୋହନବାଗାନ ଦଳ ବିଜୟ ହାସଲ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନ ହାସଲ କରିଛି । ଏଟିକେ ଦଳ ଜାମସେଦପୁରକୁ 1-0ରେ ମାତ୍ ଦେଇଛି ।
ଦଳ 17ଟି ମ୍ୟାଚରୁ 11ଟିରେ ବିଜୟ ହାସଲ କରି 36ପଏଣ୍ଟ ସହ ଶୀର୍ଷରେ ରହିଛି ଏଟିକେ ।