ତୁରିନ: କୋରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଆଉ ଦୁଇ ଖେଳାଳି । ଜୁଭେଣ୍ଟସ ଷ୍ଟାର ଡାନିଏଲ ରୁଗାନି ଓ ବ୍ଳାସେ ମାତୁଇଦିଙ୍କ ରିପୋର୍ଟ ନେଗେଟିଭ ହୋଇଥିବା ଜଣାପଡିଛି ।
କୋରୋନା ଭାଇରସ: ସୁସ୍ଥ ହେଲେ ଜୁଭେଣ୍ଟସ ଷ୍ଟାର ଡାନିଏଲ ରୁଗାନି-ବ୍ଳାସେ ମାତୁଇଦି - recover from coronavirus
କୋରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଆଉ ଦୁଇ ଖେଳାଳି । ଜୁଭେଣ୍ଟସ ଷ୍ଟାର ଡାନିଏଲ ରୁଗାନି ଓ ବ୍ଳାସେ ମାତୁଇଦିଙ୍କ ରିପୋର୍ଟ ନେଗେଟିଭ ହୋଇଥିବା ଜଣାପଡିଛି ।
କୋରୋନା ଭାଇରସ: ସୁସ୍ଥହେଲେ ଜୁଭେଣ୍ଟସ ଷ୍ଟାର ଡାନିଏଲ ରୁଗାନି-ବ୍ଳାସେ ମାତୁଇଦି
ପୂର୍ବରୁ ରିପୋର୍ଟ ପଜିଟିଭି ଆସିବାପରେ ଉଭୟ ଖେଳାଳି ଆଇସୋଲେସନରେ ରହିବା ସହ ଚିକିତ୍ସିତ ଥିଲେ । ଉଭୟ ଖେଳାଳିଙ୍କର 2ୟ ନମୁନା ନେଗଟିଭ ଆସିଛି । ପ୍ରଥମ ସିରିଏ ଏ ଖେଳାଳି ଭାବେ COVID-19 ସଂକ୍ରମଣର ଶୀକାର ହୋଇଥିଲେ ରୁଗାନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ