ପାଣାଜି: ଆଇସିଏଲର ଚଳିତ ସିଜନରେ ଆଜି 91ତମ ମ୍ୟାଚ ଖେଳାଯିବ । ସନ୍ଧ୍ୟା 7ଟା30ରେ ତିଲକ ମୈଦାନରେ ମୁହାଁମୁହିଁ ହେବେ ଇଷ୍ଟ ବେଙ୍ଗଲ ଓ ହାଇଦ୍ରାବାଦ ଏଫ୍ସି ।
isl-7: ଆଜି ମୁହାଁମୁହିଁ ହେବେ ଇଷ୍ଟବେଙ୍ଗଲ- ହାଇଦ୍ରାବାଦ ଏଫ୍ସି - hyderabad fc vs east bengal
ସନ୍ଧ୍ୟା 7ଟା30ରେ ତିଲକ ମୈଦାନରେ ମୁହାଁମୁହିଁ ହେବେ ଇଷ୍ଟ ବେଙ୍ଗଲ ଓ ହାଇଦ୍ରାବାଦ ଏଫ୍ସି ।

isl-7: ଆଜି ମୁହାଁମୁହିଁ ହେବେ ଇଷ୍ଟବେଙ୍ଗଲ- ହାଇଦ୍ରାବାଦ ଏଫ୍ସି
ହାଇଦ୍ରାବାଦ ଏଫ୍ସି 16ଟି ମ୍ୟାଚ ଖେଳି 23 ପଏଣ୍ଟ ସହ ପଏଣ୍ଟ ଟେବୁଲରେ 4ର୍ଥ ସ୍ଥାନରେ ରହିଛି । ଦଳ 5ଟି ମ୍ୟାଚରେ ବିଜୟ ହାସଲ କରିଛି ।
ସେହିପରି ଇଷ୍ଟବେଙ୍ଗଲ ଏଫ୍ସି 16ଟି ମ୍ୟାଚରୁ 3ଟିରେ ବିଜୟ ହାସଲ କରି 10ମ ସ୍ଥାନରେ ରହିଛି ।