ନୂଆଦିଲ୍ଲୀ: FIFA ବିଶ୍ବକପ କ୍ବାତାର 2022 ନେଇ ଏସିଆନ ଫୁଟବଲ କନଫେଡେରେସନର ବଡ ଘୋଷଣା । ଅକ୍ଟୋବର 8ରେ କ୍ବାତାର 2022 FIFA ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆୟୋଜନ କରିବ ଭାରତ ।
ଭାରତରେ ହେବ 2022 ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ - India to host WC Qualifiers
ଅକ୍ଟୋବର 8ରେ କ୍ବାତାର 2022 FIFA ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆୟୋଜନ କରିବ ଭାରତ ।
ଭାରତରେ ହେବ ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ
FIFA ବିଶ୍ବକପ କ୍ବାତାର 2022ର ଯୋଗ୍ୟତା ପର୍ଯ୍ୟାୟ ସୂଚୀରେ ପରିବର୍ତ୍ତନ ପରେ ଏହି ନିଷ୍ପତି ହୋଇଛି । ଚାଇନାରେ ହେବାକୁ ଥିବା AFC ଏସିଆନ କପ ଯୋଗ୍ୟତା ପର୍ଯ୍ୟାୟର 2ୟ ରାଉଣ୍ଡ ମ୍ୟାଚ ଭାରତରେ ଖେଳାଯିବ । ନଭେମ୍ବର 12ରେ ଭାରତ ପ୍ରଥମେ ବାଂଲାଦେଶ ଓ ପରେ ନଭେମ୍ବର 17ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବା ନେଇ ସୂଚୀ ରହିଛି । ତେବେ ଭାରତ ସରକାରଙ୍କ ଅନୁମତି ପରେ ଏହି ମ୍ୟାଚ ଆୟୋଜନ ସମ୍ଭବ ହୋଇପାରିବ ।