ଓଡିଶା

odisha

ETV Bharat / sports

୧୭ବର୍ଷରୁ କମ୍‌ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ: ଥାଇଲାଣ୍ଡକୁ ହରାଇ ଫାଇନାଲରେ ଭାରତ - ୧୭ବର୍ଷରୁ କମ୍‌ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ

ଅନ୍ତିମ ରାଉଣ୍ଡର ଲିଗ୍‌ ମ୍ୟାଚରେ ଥାଇଲାଣ୍ଡକୁ ୧-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି।

India defeats Thailand to enter U-17 Women's football tournament final
୧୭ବର୍ଷରୁ କମ୍‌ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ: ଥାଇଲାଣ୍ଡକୁ ହରାଇ ଫାଇନାଲରେ ଭାରତ

By

Published : Dec 18, 2019, 2:32 PM IST

ମୁମ୍ବାଇ: ମଙ୍ଗଳବାର ୧୭ ବର୍ଷରୁ କମ୍‌ ମହିଳା ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଫୁଟବଲ ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅନ୍ତିମ ରାଉଣ୍ଡର ଲିଗ୍‌ ମ୍ୟାଚରେ ଥାଇଲାଣ୍ଡକୁ ୧-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି ।

୧୭ବର୍ଷରୁ କମ୍‌ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ: ଥାଇଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ତେବେ ଭାରତ ଗୁରୁବାର ଫାଇନାଲରେ ସୁଇଡେନକୁ ଭେଟିବ । ତେବେ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ଭଲ ରହିଛି । ଆୟୋଜକ ଦଳ ଲିଗ୍‌ ଗେମ୍‌ରେ କେବଳ ସୁଇଡେନଠାରୁ ପରାସ୍ତ ହୋଇଥିଲା ।

ABOUT THE AUTHOR

...view details