ଓଡିଶା

odisha

ETV Bharat / sports

ବର୍ଷ ଶେଷସୁଦ୍ଧା କ୍ରୀଡା ଆରମ୍ଭ ନେଇ ଆଶାବାଦୀ ରାଜ୍ୟ କ୍ରୀଡାମନ୍ତ୍ରୀ

ଚଳିତ ବର୍ଷ ଶେଷ ସୁଦ୍ଧା କ୍ରୀଡା ଇଭେଣ୍ଟ ଆରମ୍ଭ ହେବାନେଇ ଆଶବାଦୀ ଥିବା କହିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

By

Published : May 26, 2020, 3:45 PM IST

Hopeful of sports operating in full by the end of this year, says Odisha sports minister
ବର୍ଷ ଶେଷ ସୁଦ୍ଧା କ୍ରୀଡା ଆରମ୍ଭ ନେଇ ଆଶାବାଦୀ ରାଜ୍ୟ କ୍ରୀଡାମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ଶେଷ ସୁଦ୍ଧା କ୍ରୀଡା ଇଭେଣ୍ଟ ଆରମ୍ଭ ହେବାନେଇ ଆଶବାଦୀ ଥିବା କହିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଏକାଧିକ କ୍ରୀଡା ଇଭେଣ୍ଟ ପାଇଁ ପ୍ରସ୍ତୁତି କାର୍ଯ୍ୟ ଲକଡାଉନ କାରଣରୁ ପ୍ରଭାବିତ ହୋଇଛି । ତେବେ ଖୁବ ଶ୍ରୀଘ୍ର ସ୍ଥିତି ସ୍ବାଭାବିକ ହେବ ଓ କ୍ରୀଡା ଦୁନିଆ ଚଳଚଞ୍ଚଳ ହେବ ବୋଲି ସେ କହିଛନ୍ତି । ଏଥିସହିତ ଦେଶର ସମସ୍ତ କ୍ରୀଡାବିତଙ୍କୁ ନିଜର ଲକ୍ଷ୍ୟରୁ ନ ଓହରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।

FIFA 17ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପର ଆୟୋଜକ ରହିଥିଲା ଭାରତ । ଏହି ମେଗା ଟୁର୍ଣ୍ଣାମେଣ୍ଟର ପ୍ରମୁଖ ମ୍ୟାଚ ଭୁବନେଶ୍ବରକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର କୋରୋନା ଭାଇରସ କାରଣରୁ ଏହି ବିଶ୍ବକପକୁ 2021 ମାର୍ଚ୍ଚ 7କୁ ଘୁଞ୍ଚାଇଦିଆଯାଇଛି ।

ABOUT THE AUTHOR

...view details