ଓଡିଶା

odisha

ETV Bharat / sports

ଫ୍ରାନ୍ସର କେଲିୟାନ ମେବପେ କୋରୋନା ପଜିଟିଭ - ସେଣ୍ଟ-ଜର୍ମାନ ଷ୍ଟ୍ରାଇକର କେଲିୟାନ ମେବପେ

ଶନିବାର ସ୍ବିଡେନ ବିପକ୍ଷ ମ୍ୟାଚରେ ମେବପେ ଏକମାତ୍ର ଗୋଲ କରିବା ସହ ଦଳକୁ 1-0ରେ ବିଜୟୀ କରାଇଥିଲେ ।

France's Kylian Mbappe tests positive for COVID-19
ଫ୍ରାନ୍ସର କେଲିୟାନ ମେବପେ କୋରୋନା ପଜିଟିଭ

By

Published : Sep 8, 2020, 3:35 PM IST

ପ୍ୟାରିସ: ଫ୍ରାନ୍ସ ଏବଂ ପ୍ୟାରିସ୍ ସେଣ୍ଟ-ଜର୍ମାନ ଷ୍ଟ୍ରାଇକର କେଲିୟାନ ମେବପେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ବୁଧବାର ଖେଳାଯିବାକୁ ଥିବା ନ୍ୟାସନାଲ ଲିଗରେ କ୍ରୋଏସିଆ ବିପକ୍ଷ ମ୍ୟାଚ ଖେଳିବେ ନାହିଁ । ଏନେଇ ସ୍ପଷ୍ଟ କରିଛି ଫ୍ରେଞ୍ଚ ଫେଡେରସନ ।

କେଲିୟାନ ମେବପେ

ଗତ ଶନିବାର ସ୍ବିଡେନ ବିପକ୍ଷ ମ୍ୟାଚରେ ମେବପେ ଏକମାତ୍ର ଗୋଲ କରିବା ସହ ଦଳକୁ 1-0ରେ ବିଜୟୀ କରାଇଥିଲେ। ମେବପେ ସପ୍ତମ ପିଏସଜି ଖେଳାଳି ଭାବେ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଲିଗ-1 ଚମ୍ପିଆନ୍ସ ଗତ ସପ୍ତାହରେ ପଜିଟିଭ କେସ୍ ନେଇ ଘୋଷଣା କରିଥିଲା ।

କେଲିୟାନ ମେବପେ
ଫ୍ରାନ୍ସର କେଲିୟାନ ମେବପେ କୋରୋନା ପଜିଟିଭ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details