ଓଡିଶା

odisha

କୋରୋନା ଭୟ: ୟୁରୋ 2020 ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ସମ୍ଭାବନା

ମହାମାରୀ କୋରୋନା ଭାଇରସ(COVID-19) ଭୁତାଣୁ ସଂକ୍ରମଣର ଭୟ ଯୋଗୁଁ UEFA ୟୁରୋ 2020 ଫୁଟବଲ ଟୁର୍ଣ୍ଣାମେଣ୍ଟ ସମୟ ସୂଚୀରେ ପରିବର୍ତ୍ତନ ପାଇଁ ଜର୍ମାନ ଫୁଟବଲ କ୍ଳବ ଦାବି କରିଛି ।

By

Published : Mar 17, 2020, 12:16 PM IST

Published : Mar 17, 2020, 12:16 PM IST

Euro 2020
ୟୁରୋ 2020 ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ସମ୍ଭାବନା

ବର୍ଲିନ: UEFA ୟୁରୋ 2020 ଫୁଟବଲ ଟୁର୍ଣ୍ଣାମେଣ୍ଟ ସମୟ ସୂଚୀରେ ପରିବର୍ତ୍ତନ ପାଇଁ ଦାବି । ଜର୍ମାନ ଫୁଟବଲ କ୍ଳବ ପକ୍ଷରୁ ଏହି ଦାବି ହୋଇଛି । ମହାମାରୀ କୋରୋନା ଭାଇରସ(COVID-19) ଭୁତାଣୁ ସଂକ୍ରମଣର ଭୟ ରହିଛି ।

ୟୁରୋ 2020 ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ସମ୍ଭାବନା

ସେଥିପାଇଁ ଏହି ୟୁରୋ 2020 ଫୁଟବଲ ଟୁର୍ଣ୍ଣାମେଣ୍ଟ ଘୁଞ୍ଚାଇବା ପାଇଁ ଜର୍ମାନ ଫୁଟବଲ କ୍ଲବ ଦାବି କରିଛି । ତେବେ ଏନେଇ ୟୁରୋପିଆନ ଫୁଟବଲ ଆସୋସିଏସନ(UEFA) ଆଜି ଚୁଡାନ୍ତ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ।

ୟୁରୋ 2020 ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ସମ୍ଭାବନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details