ଲିଡସ: ଜୁନ 8ରୁ ଅଭ୍ୟାସ ଆରମ୍ଭ କରିବ ଇଂଲଣ୍ଡର ଘରୋଇ ଫୁଟବଲ ପ୍ରତିଯୋଗିତା ପ୍ରିମିୟର ଲିଗ କ୍ଳବ । ଚଳିତ ବର୍ଷର ଜୁଲାଇ ମାସରେ ଏହି ଅଭ୍ୟାସ ସିଜିନର ଶେଷ ହେବ ।
କୋରୋନା କଟକଣା: ଜୁନରେ ଅଭ୍ୟାସକୁ ଫେରିବ ପ୍ରିମିୟର ଲିଗ - କୋରୋନା ଭାଇରସ ସଂକ୍ରମଣ ଭୟ
ଲିଡସ: ଜୁନ 8ରୁ ଅଭ୍ୟାସ ଆରମ୍ଭ କରିବ ଇଂଲଣ୍ଡର ଘରୋଇ ଫୁଟବଲ ପ୍ରତିଯୋଗିତା ପ୍ରିମିୟର ଲିଗ କ୍ଳବ । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଗତମାସରେ ଏହି ଅଭ୍ୟାସ ସିଜିନକୁ ପରବର୍ତ୍ତି ନିଷ୍ପତି ପର୍ଯ୍ୟନ୍ତ କ୍ଳବ ପକ୍ଷରୁ ବାତିଲ ଘୋଷଣା କରାଯାଇଥିଲା ।

କୋରୋନା କଟକଣା: ଜୁନରେ ଅଭ୍ୟାସକୁ ଫେରିବ ପ୍ରିମିୟର ଲିଗ
ଆସନ୍ତା ସପ୍ତାହରେ ସମସ୍ତ ପ୍ରିମିୟର ଲିଗ କ୍ଳବଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ଏଥିରେ କୋରୋନା କଟକଣା ମଧ୍ୟରେ 2019-20 ସିଜିନ ଆରମ୍ଭ ପାଇଁ ଖସଡା ପ୍ରସ୍ତୁତ ହେବ । ଏନେଇ ୟୁକେ କ୍ରୀଡା ସଚିବ ଓଲିଭର ଡାୱଡେନ ସୂଚନା ଦେଇଛନ୍ତି ।
କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଗତମାସରେ ଏହି ଅଭ୍ୟାସ ସିଜିନକୁ ପରବର୍ତ୍ତି ନିଷ୍ପତି ପର୍ଯ୍ୟନ୍ତ କ୍ଳବ ପକ୍ଷରୁ ବାତିଲ ଘୋଷଣା କରାଯାଇଥିଲା ।