ଜୁରିଚ: ମହାମାରୀ କୋରୋନା ଲଢେଇରେ ପ୍ରତ୍ୟେକ୍ଷ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଅନ୍ୟସମସ୍ତ ଜରୁରୀ ସେବା ଯୋଗାଉଥିବା ଲୋକଙ୍କୁ ସାଲ୍ୟୁଟ ଜଣାଇବ ବିଶ୍ବ ଫୁଟବଲ ଆସୋସିଏସନ(FIFA) ।
କୋରୋନା ଯୋଦ୍ଧାଙ୍କୁ FIFA ଜଣାଇବ ସାଲ୍ୟୁଟ, ସାମିଲ ହେବେ ବାଇଚୁଙ୍ଗ ଭୁତିଆ - କୋରୋନା ଲଢେଇରେ ପ୍ରତ୍ୟେକ୍ଷ ଯୋଦ୍ଧା
ମହାମାରୀ କୋରୋନା ଲଢେଇରେ ପ୍ରତ୍ୟେକ୍ଷ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଅନ୍ୟସମସ୍ତ ଜରୁରୀ ସେବା ଯୋଗାଉଥିବା ଲୋକଙ୍କୁ ସାଲ୍ୟୁଟ ଜଣାଇବ ବିଶ୍ବ ଫୁଟବଲ ଆସୋସିଏସନ(FIFA) ।
![କୋରୋନା ଯୋଦ୍ଧାଙ୍କୁ FIFA ଜଣାଇବ ସାଲ୍ୟୁଟ, ସାମିଲ ହେବେ ବାଇଚୁଙ୍ଗ ଭୁତିଆ COVID-19: Baichung Bhutia among 50 footbalers to take part in FIFA's initiative to applaud 'humanity's heros'](https://etvbharatimages.akamaized.net/etvbharat/prod-images/768-512-6861829-thumbnail-3x2-bichung.jpg)
କୋରୋନା ଯୋଦ୍ଧାଙ୍କୁ FIFA ଜଣାଇବ ସାଲ୍ୟୁଟ, ସାମିଲ ହେବେ ବାଇଚୁଙ୍ଗ ଭୁତିଆ
FIFA ପକ୍ଷରୁ ଏହି ହିରୋ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିରେ ଭାରତୀୟ ଫୁଟବଲ ଟିମର ପୂର୍ବତନ କ୍ୟାପଟେନ ବାଇଚୁଙ୍ଗ ଭୁତିଆଙ୍କ ସମେତ 50 ଜଣ ଫୁଟବଲ ଖେଳାଳି ସାମିଲ ହେବେ ।
"ଜରୁରୀ ସେବା ଯୋଗାଉଥିବା ଲୋକଙ୍କୁ ଧନ୍ୟବାଦ । FIFA ସର୍ବଦା ତୁମକୁ ମନେରଖିବ ଓ ସହଯୋଗ କରିବ ।" କୋରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ FIFA ପକ୍ଷରୁ ଏହା କୁହାଯାଇଛି ।