ଓଡିଶା

odisha

By

Published : Apr 3, 2020, 8:24 AM IST

ETV Bharat / sports

କୋରୋନା ମୁକାବିଲା: ସହାୟତାର ହାତ ବଢାଇଲା ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ

କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଛି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ । ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 25 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛି AIFF ।

COVID-19
କୋରୋନା ମୁକାବିଲା: ସହାୟତାର ହାତ ବଢାଇଲା ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଛି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ । ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 25 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛି AIFF ।

ମହାମାରୀ କୋରୋନା ଭାଇରସରେ ଭାରତ ସମେତ ସମଗ୍ର ବିଶ୍ବ ପ୍ରଭାବିତ । ଭାରତରେ ଏଯାବତ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା 1965ରେ ପହଞ୍ଚିଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ 12 ଘଣ୍ଟା ମଧ୍ୟରେ 131 ନୂଆ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ 1765 ଜଣ ଆକ୍ଟିଭ କେସ ଏବେସୁଦ୍ଧା ରହିଛି । 50 ଜଣ ଏହି ମହାମାରୀ ଭୁତାଣୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।

ABOUT THE AUTHOR

...view details