ରିୟୋ ଡି ଜନେରିୟୋ: ବ୍ରାଜିଲର ଷ୍ଟାର ମହିଳା ଫୁଟବଲ ଖେଳାଳି ମାରତା (marta)ଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ବ୍ରାଜିଲ ଫୁଟବଲ ପରିସଂଘ (ସିବିଏଫ) ଏହି ସୂଚନା ଦେଇଛି ।
ଷ୍ଟାର ମହିଳା ଫୁଟବଲର ମାରତାଙ୍କୁ କୋରୋନା - ଫୁଟବଲ ଖେଳାଳିଙ୍କୁ କୋରୋନା
ଫିଫା ପକ୍ଷରୁ 6 ଥର ବିଶ୍ବର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିଣିଥିବା ମାରତାଙ୍କୁ ଆଇସୋଲେଟ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବେ ।
![ଷ୍ଟାର ମହିଳା ଫୁଟବଲର ମାରତାଙ୍କୁ କୋରୋନା ଷ୍ଟାର ମହିଳା ଫୁଟବଲର ମାରତାଙ୍କୁ କୋରୋନା](https://etvbharatimages.akamaized.net/etvbharat/prod-images/768-512-9632556-thumbnail-3x2-gf.jpg)
ଷ୍ଟାର ମହିଳା ଫୁଟବଲର ମାରତାଙ୍କୁ କୋରୋନା
ଫିଫା ପକ୍ଷରୁ 6 ଥର ବିଶ୍ବର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିଣିଥିବା ମାରତାଙ୍କୁ ଆଇସୋଲେଟ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ ଟିମ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବେ ।
ଆଗାମୀ 27 ଓ ଡିସେମ୍ବର 1ରେ ବ୍ରାଜିଲ ମହିଳା ଦଳ 2ଟି ମ୍ୟାଚ ଖେଳିବ । ତାଙ୍କ ସ୍ଥାନରେ କାମିଲା ସିଲଭାଙ୍କୁ ଦଳରେ ସାମିଲ କରାଯାଇଛି ।