ମୁନିଚ: ନୂଆ କୋଚ ନିଯୁକ୍ତ କରିଛି ବେରିନ ମୁନିଚ । ସହକାରୀ କୋଚ ଭାବେ ମିରୋସ୍ଳାଭ କ୍ଳୋସଙ୍କୁ ନିଯୁକ୍ତ କରିଛି କ୍ଳବ । ପୂର୍ବରୁ ଦଳର ମୁଖ୍ୟ କୋଚ(ମ୍ୟାନେଜର) ହେନ୍ସି ପ୍ଳିକ ରହିଛନ୍ତି । ନୂଆ କୋଚ ନିଯୁକ୍ତି ନେଇ ବେରିନ ମୁନିଚ ସିଇଓ କାର୍ଲ-ହେଇଞ୍ଜ ରୁମାନିଗ ଘୋଷଣା କରିଛନ୍ତି ।
ମିରୋସ୍ଳାଭ କ୍ଳୋସ ବେରିନ ମୁନିଚର ନୂଆ ସହକାରୀ କୋଚ - Miroslav Klose as assistant coach
ନୂଆ କୋଚ ନିଯୁକ୍ତ କରିଛି ବେରିନ ମୁନିଚ । ସହକାରୀ କୋଚ ଭାବେ ମିରୋସ୍ଳାଭ କ୍ଳୋସଙ୍କୁ ନିଯୁକ୍ତ କରିଛି କ୍ଳବ । ନୂଆ କୋଚ ନିଯୁକ୍ତି ନେଇ ବେରିନ ମୁନିଚ ସିଇଓ କାର୍ଲ-ହେଇଞ୍ଜ ରୁମାନିଗ ଘୋଷଣା କରିଛନ୍ତି ।
![ମିରୋସ୍ଳାଭ କ୍ଳୋସ ବେରିନ ମୁନିଚର ନୂଆ ସହକାରୀ କୋଚ Bayern Munich appoint Miroslav Klose as assistant coach](https://etvbharatimages.akamaized.net/etvbharat/prod-images/768-512-7107078-895-7107078-1588927165251.jpg)
ମିରୋସ୍ଳାଭ କ୍ଳୋସ ବେରିନ ମୁନିଚର ନୂଆ ସହକାରୀ କୋଚ
ମିରୋସ୍ଳାଭ କ୍ଳୋସ ସହକାରୀ କୋଚ ଭାବେ 1 ଜୁଲାଇ 2020ରୁ ଯୋଗଦେବେ। କ୍ଳୋସଙ୍କ କାର୍ଯ୍ୟକାଳ 30 ଜୁନ 2021 ପର୍ଯ୍ୟନ୍ତ ରହିଛି । ପୂର୍ବତନ ଜର୍ମାନି ଷ୍ଟ୍ରାଇକର ମିରୋସ୍ଳାଭ କ୍ଳୋସ ନିଜ ସମୟର ଅନ୍ୟତମ ଷ୍ଟାର ଖେଳାଳି ରହିଛନ୍ତି ।