ନୋଗାୟ(ଜାପାନ): ଅଷ୍ଟ୍ରେଲିଆର ଗୋଲକିପର ମିଚେଲ ଲାଙ୍ଗରାକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ଲାଙ୍ଗରାକ ଜାପାନରେ ରହିଛନ୍ତି । ସେ ଖେଳୁଥିବା ଜାପାନିଜ ଫୁଟବଲ କ୍ଳବ ପକ୍ଷରୁ କୋଭିଡ-19 ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଘୋଷଣା କରାଯାଇଛି ।
ଅଷ୍ଟ୍ରେଲିଆ ଗୋଲକିପର ମିଚେଲ ଲାଙ୍ଗରାକ କୋରୋନା ପଜିଟିଭ - କୋଭିଡ-19 ଟେଷ୍ଟ
ଜାପାନିଜ ଫୁଟବଲ କ୍ଳବ ଗ୍ରାମ୍ପସର 2ୟ ଖେଳାଳି ଭାବେ ଲାଙ୍ଗରାକ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି ।

ଅଷ୍ଟ୍ରେଲିଆ ଗୋଲକିପର ମିଚେଲ ଲାଙ୍ଗରାକ କୋରୋନା ପଜିଟିଭ
ତେବେ ଜାପାନିଜ ଫୁଟବଲ କ୍ଳବ ଗ୍ରାମ୍ପସର 2ୟ ଖେଳାଳି ଭାବେ ଲାଙ୍ଗରାକ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି ।
ଲାଙ୍ଗରାକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବାଭାବିକ ରହିଥିବା ବେଳେ, ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜୁଲାଇରେ ଜାପାନରେ ଫୁଟବଲ ଆରମ୍ଭ ନେଇ ଅନୁମତି ମିଳିଛି । ଜୁଲାଇ 4ରେ j1 ଫୁଟବଲ ଲିଗ ଆରମ୍ଭ ହେବାନେଇ ଘୋଷଣା ହୋଇଛି ।