ଲଣ୍ଡନ: ଲିଭରପୁଲ ଗୋଲକିପର ଆଲିସନ ବେକର ବିଶ୍ବର ଶ୍ରେଷ୍ଠ ଗୋଲ କିପର । ଏହା କହିଛନ୍ତି ସାଥି ଖେଳାଳି ଆଣ୍ଡି ରୋବର୍ଟସନ । କ୍ଳବର ଅଫିସିଆଲ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁୟୀ ରୋବର୍ଟସନ କହିଛନ୍ତି, ବେକର କେବେ ନିଜର ଶ୍ରେଷ୍ଠତାରୁ ବୟାନ କରନ୍ତିନାହିଁ । ମାତ୍ର ସେ ବର୍ତ୍ତମାନ ସମୟର ଶ୍ରେଷ୍ଠ ଗୋଲକିପର ।
'ଲିଭରପୁଲର ଆଲିସନ ବେକର ବିଶ୍ବର ଶ୍ରେଷ୍ଠ ଗୋଲକିପର' - Best goalkeeper in the world
ଲିଭରପୁଲ ଗୋଲକିପର ଆଲିସନ ବେକର ବିଶ୍ବର ଶ୍ରେଷ୍ଠ ଗୋଲ କିପର । ଏହା କହିଛନ୍ତି ସାଥି ଖେଳାଳି ଆଣ୍ଡି ରୋବର୍ଟସନ ।

'ଲିଭରପୁଲର ଆଲିସନ ବେକର ବିଶ୍ବର ଶ୍ରେଷ୍ଠ ଗୋଲକିପର'
ରବିବାର ଖେଳାଯାଇଥିବା ପ୍ରିମିୟିର ଲିଗର ଏକ ମ୍ୟାଚରେ ବେକର ଲିଭରପୁଲ ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ । ଅଷ୍ଟନ ଭିଲାକୁ 2-0 ଗୋଲରେ ହରାଇବାକୁ ସକ୍ଷମ ହୋଇଥିଲା ଲିଭରପୁଲ ।
ଏଥିସହିତ ଟୁର୍ଣ୍ଣାମେଣ୍ଟ ଶେଷ ପୂର୍ବରୁ ପ୍ରିମିୟର ଲିଗ ଟାଇଟେଲ ହାତେଇସାରିଛି ଲିଭରପୁଲ । ଦ୍ବିତୀୟ ସ୍ଥାନରେ ଥିବା ମାଞ୍ଚେଷ୍ଟର ସିଟି ଠାରୁ ଲିଭରପୁଲ 23 ପଏଣ୍ଟ ଆଗୁଆ ରହିଛି ।