ଓଡିଶା

odisha

By

Published : Apr 11, 2020, 9:23 AM IST

ETV Bharat / sports

ଖୁବଶୀଘ୍ର ଘୋଷଣା ହୋଇପାରେ U-17 ମହିଳା ଫୁଟବଲ ବିଶ୍ବକପର ନୂଆ ତାରିଖ

ଖୁବଶ୍ରୀଘ୍ର ଘୋଷଣା ହୋଇପାରେ U-17 ମହିଳା ଫୁଟବଲ ବିଶ୍ବକପର ନୂଆ ତାରିଖ । ଏନେଇ ସୂଚନା ଦେଇଛନ୍ତି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ(AIFF) ସଭାପତି ପ୍ରଫୁଲ ପଟେଲ ।

Women's u-17 World Cup
ଖୁବଶ୍ରୀଘ୍ର ଘୋଷଣା ହୋଇପାରେ U-17 ମହିଳା ଫୁଟବଲ ବିଶ୍ବକପର ନୂଆ ତାରିଖ

ନୂଆଦିଲ୍ଲୀ: ଖୁବଶୀଘ୍ର ଘୋଷଣା ହୋଇପାରେ U-17 ମହିଳା ଫୁଟବଲ ବିଶ୍ବକପର ନୂଆ ତାରିଖ । ଏନେଇ ସୂଚନା ଦେଇଛନ୍ତି ଅଲ ଇଣ୍ଡିଆ ଫୁଟବଲ ଫେଡରେସନ(AIFF) ସଭାପତି ପ୍ରଫୁଲ ପଟେଲ ।

ଖୁବଶ୍ରୀଘ୍ର ଘୋଷଣା ହୋଇପାରେ U-17 ମହିଳା ଫୁଟବଲ ବିଶ୍ବକପର ନୂଆ ତାରିଖ

17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ 2020ର ଆୟୋଜକ ରହିଛି ଭାରତ । ନଭେମ୍ବରରେ ହେବାକୁ ଥିବା ଏହି ମେଗା ଇଭେଣ୍ଟକୁ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ FIFA ପକ୍ଷରୁ ସ୍ଥଗିତ ଘୋଷଣା ହୋଇଛି । ତେବେ ଫୁଟବଲର ସର୍ବୋଚ୍ଚ ପରିଚାଳନା କମିଟି (FIFA) ସହ ଭାରତୀୟ ଫୁଟବଲ ଫେଡେରେସନ ଆଲୋଚନା ଚାଲିଛି । ନୂଆସୂଚୀ ଖୁବଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି ।

ଖୁବଶ୍ରୀଘ୍ର ଘୋଷଣା ହୋଇପାରେ U-17 ମହିଳା ଫୁଟବଲ ବିଶ୍ବକପର ନୂଆ ତାରିଖ

ଏହି ବିଶ୍ବକପ ଭାରତର 5ଟି ଭେନ୍ୟୁରେ ଖେଳାଯିବା ନେଇ ସୂଚୀ ରହିଥିଲା । ସେଥିମଧ୍ୟରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମକୁ ପ୍ରଥମ ପସନ୍ଦ ଭେନ୍ୟୁର ମାନ୍ୟତା ମିଳିଥିଲା । ଅନ୍ୟ ଭେନ୍ୟୁ ମାନଙ୍କ ମଧ୍ୟରେ କୋଲକାତା, ଅହମ୍ମଦାବାଦ, ନଭିମୁମ୍ବାଇ ଓ ଗୌହାଟୀ ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାୟ 16 ଦଳ ଅଂଶଗ୍ରହଣ କରିବାକୁ ଥିବାବେଳେ, ଭାରତୀୟ 17 ବର୍ଷରୁ କମ ମହିଳା ଫୁଟବଲ ଦଳ ଡେବ୍ୟୁ କରିବ ।

ଖୁବଶ୍ରୀଘ୍ର ଘୋଷଣା ହୋଇପାରେ U-17 ମହିଳା ଫୁଟବଲ ବିଶ୍ବକପର ନୂଆ ତାରିଖ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details