ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ମହିଳା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଚେୟାରପର୍ସନ ସାରା ପାଇଲଟଙ୍କ ନେତୃତ୍ବରେ ଅନଲାଇନ ଭିଡିଓ କନ୍ସଫରେନ୍ସିଂ ଜରିଆରେ ଏହି ବୈଠକ ହୋଇଛି । ଏଥିରେ FIFA 17 ବର୍ଷରୁ କମ ମହିଳା ବିଶ୍ବକପ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି ।
U-17 ମହିଳା ଫୁଟବଲ ବିଶ୍ବକପ: AIFF ମହିଳା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ - ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ
ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ମହିଳା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଚେୟାରପର୍ସନ ସାରା ପାଇଲଟଙ୍କ ନେତୃତ୍ବରେ ଅନଲାଇନ ଭିଡିଓ କନ୍ସଫରେନ୍ସିଂ ଜରିଆରେ ଏହି ବୈଠକ ହୋଇଛି ।
![U-17 ମହିଳା ଫୁଟବଲ ବିଶ୍ବକପ: AIFF ମହିଳା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ AIFF women's Committee meets via video conferencing to discuss postponed U-17 WC](https://etvbharatimages.akamaized.net/etvbharat/prod-images/768-512-7312510-thumbnail-3x2-football.jpg)
U-17 ମହିଳା ଫୁଟବଲ ବିଶ୍ବକପ: AIFF ମହିଳା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ
ବୈଠକରେ ଏଆଇଏଫଏଫର ସାଧାରଣ ସମ୍ପାଦକ କୁଶଲ ଦାସ, ସୁଦେସ୍ନା ମୁର୍ଖାର୍ଜୀ, ସବାନା ରବାନି, ଅଞ୍ଜଳି ଶାହ, ମାଧୁରୀମାର୍ଜେ ଛତ୍ରପତି ଓ ସୋମା ମହମ୍ମ ପ୍ରମୁଖ ଉପସ୍ଥିତ ଯୋଗଦେଇଥିଲେ ।
ଆସନ୍ତାବର୍ଷ ଫେବୃଆରୀ 17ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ ଖେଳାଯିବା ନେଇ ସୂଚୀ ଘୋଷଣା ହୋଇଛି ।