ଓଡିଶା

odisha

ETV Bharat / sports

କୋଭିଡ-19: ଭାରତୀୟ ମହିଳା ଲିଗ ପ୍ଲେ-ଅଫ୍ ପର୍ଯ୍ୟାୟ‌ ମ୍ୟାଚ ସ୍ଥଗିତ - ମହିଳା ଲିଗ ପ୍ଲେ-ଅଫ୍

ସର୍ବଭାରତୀୟ ଭାରତୀୟ ଫୁଟବଲ ମହାସଂଘ(AIFF) କୋରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରବିବାର ନୂଆଦିଲ୍ଲୀରେ ହେବାକୁ ଥିବା ଭାରତୀୟ ମହିଳା ଲିଗର ପ୍ଲେ-ଅଫ୍‌ ମୁକାବିଲାକୁ ସ୍ଥଗିତ ଘୋଷଣା କରିଛି । ଅଧିକ ପଢନ୍ତୁ...

AIFF INDIAN WOMEN LEAGUE PLAY OFF GET POSTPONED
କୋଭିଡ-19: ଭାରତୀୟ ମହିଳା ଲିଗ ପ୍ଲେ-ଅଫ୍ ପର୍ଯ୍ୟାୟ‌ ମ୍ୟାଚ ସ୍ଥଗିତ

By

Published : Apr 5, 2021, 8:08 PM IST

ନୂଆଦିଲ୍ଲୀ: ସର୍ବଭାରତୀୟ ଭାରତୀୟ ଫୁଟବଲ ମହାସଂଘ(AIFF) କୋରୋନାର ବର୍ଦ୍ଧିତମାମଲାକୁ ଦୃଷ୍ଟିରେ ରଖି ରବିବାର ନୂଆଦିଲ୍ଲୀରେ ହେବାକୁ ଥିବା ଭାରତୀୟ ମହିଳା ଲିଗର ପ୍ଲେ-ଅଫ୍‌ ମୁକାବିଲାକୁ ସ୍ଥଗିତ ଘୋଷଣା କରିଛି । ଏହି ମ୍ୟାଚର ଆୟୋଜନ ଏପ୍ରିଲ 7ରୁ ହେବାର ଥିଲା ।

"ଦେଶ ତମାମ କୋଭିଡ-19 ମାମଲାରେ ବୃଦ୍ଧିକୁ କାରଣରୁ ରାଜ୍ୟ ସଂଘ ଗୁଡିକ ସହ ପରାମର୍ଶରେ ଖେଳାଳି ଓ ଅଧିକାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତାକୁ ଧ୍ୟାନରେ ରଖି ହିରୋ ଇଣ୍ଡିଆନ ମହିଳା ଲିଗ୍‌ର ପ୍ଲେ-ଅଫ୍‌ ପର୍ଯ୍ୟାୟ ମ୍ୟାଚ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛ ।" ଏକ ବିବୃତିରେ ଏହା ସ୍ପଷ୍ଟ କରିଛି ଭାରତୀୟ ଫୁଟବଲ ପରିଚାଳନା ବୋର୍ଡ ।

7ରୁ 14 ଏପ୍ରିଲ ମଧ୍ୟରେ ପ୍ଲେ-ଅଫ ମ୍ୟାଚସୂଚୀ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details