ଓଡିଶା

odisha

By

Published : Oct 27, 2019, 2:57 PM IST

ETV Bharat / sports

ISLକୁ ମିଳିଲା ଭାରତର ଟପ୍‌ ଲିଗ୍‌ର ମାନ୍ୟତା

ଆଇସିଏଲ ଦ୍ବାରା ଭାରତରେ ଫୁଟବଲର ବିକାଶ ହୋଉଥିବା ସ୍ବୀକାର କରିଛି ଏସିଆ ଫୁଟବଲ ପରିସଂଘ । ଏହାପରେ ISLକୁ  ଭାରତର ଟପ୍‌ ଲିଗର ମାନ୍ୟତା ଦେଇଛି ।

football

ହାଇଦ୍ରାବାଦ: ଏସିଆ ଫୁଟବଲ ପରିସଂଘ (ଏଏଫସି)ର କାର୍ଯ୍ୟକାରୀ ସମିତି ISLକୁ ଭାରତର ଟପ୍‌ ଲିଗର ମାନ୍ୟତା ଦେଇଛି । ଶନିବାର ଦିନ ଆୟୋଜିତ ଏକ କାର୍ଯ୍ୟକାରୀ ସମିତି ବୈଠକରେ ଆଇସିଏଲ ଦ୍ବାରା ଭାରତରେ ଫୁଟବଲର ବିକାଶ ହୋଉଥିବା ସ୍ବୀକାର କରାଯାଇଛି ।


ଏଏଫସି କାର୍ଯ୍ୟକାରୀ ସମିତି 2019-20ସିଜନରୁ ISLକୁ ଭାରତର ଟପ ଲିଗର ମାନ୍ୟତା ଦେଇଛି ।


କାର୍ଯ୍ୟକାରୀ ସମିତି ବୈଠକରେ ଏଏଫସି ସ୍ବୀକାର କରିଛି ISLର 6ଷ୍ଠ ସଂସ୍କରଣର ଉଦ୍‌ଘାଟନ ମ୍ୟାଚର ସିଧାପ୍ରସାରଣ 20ଟି ଚ୍ୟାନେଲରେ 7ଟି ଭାଷାରେ ହୋଇଛି । ଯାହାର ଦର୍ଶକ ସଂଖ୍ୟା ବହୁତ ଥିଲେ ।

ABOUT THE AUTHOR

...view details