ଓଡିଶା

odisha

ETV Bharat / sports

ଟିମ ଓଡ଼ିଶାର ନୂତନ ଜର୍ସି ଉନ୍ମୋଚିତ - ଟିମ୍‌ ଓଡ଼ିଶାର ନୂତନ ଜର୍ସି

ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ଆଗାମୀ ସିଜିନ ପାଇଁ ଉନ୍ମୋଚିତ ହେଲା ନୂଆ ଜର୍ସି । ଅଧିକ ପଢ଼ନ୍ତୁ

Team odisha new jersey unveiled by oca
ଟିମ୍‌ ଓଡ଼ିଶାର ନୂତନ ଜର୍ସି ଉନ୍ମୋଚିତ

By

Published : Nov 17, 2021, 10:21 PM IST

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ଆଗାମୀ ସିଜିନ ପାଇଁ ଉନ୍ମୋଚିତ ହେଲା ନୂଆ ଜର୍ସି । ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲାେ । ଏଥିରେ ମୁଖ୍ୟ କୋଚ୍‌ ୱାସିମ ଜାଫର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟିମ୍‌ ଓଡ଼ିଶା ନୂତନ ଜର୍ସି ଉନ୍ମୋଚନ କରିଛନ୍ତି ।

ଟିମ୍‌ ଓଡ଼ିଶାର ନୂତନ ଜର୍ସି ଉନ୍ମୋଚିତ

MGM ମିନରାଲ୍ସ ଗୋଟିଏ ବର୍ଷ ପାଇଁ ଟିମ୍‌ ଓଡ଼ିଶାର ପ୍ରାୟୋଜକ ରହିଛି । ଆଗକୁ ବଡ଼ବଡ଼ କର୍ପୋରେଟ ହାଉସ ଓଡ଼ିଶା କ୍ରିକେଟକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିବେ ବୋଲି କୋଚ୍‌ ୱାସିମ ଜାଫର ଓ ସମ୍ପାଦକ ସଞ୍ଜୟ ବେହେରା ଆଶା ରଖିଛନ୍ତି । ଏହାସହ ଆଗାମୀ BCCIର ଘରୋଇ ସିଜିନରେ ଓଡ଼ିଶାର ପ୍ରଦର୍ଶନ ବେଶ୍‌ ସନ୍ତୋଷଜନକ ରହିବ ବୋଲି ଆଶା ବାନ୍ଧିଛି ଓସିଏ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details