ଦୁବାଇ: ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍ ମୁକାବିଲା ପାଇଁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ ଅଭିମୁଖେ ଟିମ ଇଣ୍ଡିଆ । ବିରାଟ କୋହଲିଙ୍କ ନେତୃତ୍ବରେ ଟିମ ହୋଟେଲରୁ ବାହାରି ଟିମ ଇଣ୍ଡିଆ ଖେଳାଳି ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଛନ୍ତି ।
T20 WC: ପାକିସ୍ତାନ ବିପକ୍ଷ ମ୍ୟାଚ୍ ଷ୍ଟାଡିୟମ ଅଭିମୁଖେ ବାହାରିଲା ଟିମ ଇଣ୍ଡିଆ - ଭାରତ ବନାମ ପାକିସ୍ତାନ ଟି-୨୦ ବିଶ୍ବକପ ମ୍ୟାଚ୍
ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍ ମୁକାବିଲା ପାଇଁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମନ ଅଭିମୁଖେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

T20 WC: ପାକିସ୍ତାନ ବିପକ୍ଷ ମ୍ୟାଚ୍ ଷ୍ଟାଡିୟମ ଅଭିମୁଖେ ବାହାରିଲା ଟିମ ଇଣ୍ଡିଆ
BCCI ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଟିମ ମେଣ୍ଟର ମହେନ୍ଦ୍ର ସିଂହ ଧୋନି, କ୍ୟାପଟେନ ବିରାଟ କୋହଲି, ଦ୍ରୁତ ବୋଲର ଭୁବନେଶ୍ବର କୁମାର, ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ସ୍ପିନର ରାହୁଲ ଚହର ଓ ସ୍ପିନର ରବିନ୍ଦ୍ର ଜାଡେଜାଙ୍କୁ ସ୍କ୍ବାଡ୍ର ଅନ୍ୟ ସଦସ୍ୟଙ୍କ ସହ ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ