ଓଡିଶା

odisha

ETV Bharat / sports

ବିଶ୍ବ ଦେଖୁଛି ଭାରତ-ପାକିସ୍ତାନ ମ୍ୟାଚ୍‌, ଏହା ଆମର ପ୍ରେରଣା: ବିରାଟ କୋହଲି - virat kohli as Ind-Pak matches

ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ବିଶ୍ବରେ ସମସ୍ତେ ଦେଖନ୍ତି, ଏହାକୁ ପ୍ରେରଣା ଭାବେ ଗ୍ରହଣ କରିବୁ । ଏହା କହିଛନ୍ତି ଭାରତୀୟ କ୍ୟାପଟେନ୍‌ ବିରାଟ କୋହଲି । ଅଧିକ ପଢନ୍ତୁ...

T20 WC: Everyone watches Ind-Pak matches, we can use that as motivation, says Kohli
ବିଶ୍ବ ଦେଖେ ଭାରତ-ପାକିସ୍ତାନ ମ୍ୟାଚ୍‌, ଏହା ଆମର ପ୍ରେରଣା: ବିରାଟ କୋହଲି

By

Published : Oct 24, 2021, 7:56 PM IST

ଦୁବାଇ: ଏଠାରେ ଖେଳାଯାଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ICC ପୁରୁଷ ଟି-୨୦ ବିଶ୍ବକପ ସୁପର ୧୨ ପର୍ଯ୍ୟାୟର ହାଇଭୋଲଟେଜ୍‌ ମୁକାବିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ବିଶ୍ବରେ ସମସ୍ତେ ଦେଖନ୍ତି, ଏହାକୁ ପ୍ରେରଣା ଭାବେ ଗ୍ରହଣ କରିବୁ । ଏହା କହିଛନ୍ତି ଭାରତୀୟ କ୍ୟାପଟେନ୍‌ ବିରାଟ କୋହଲି ।

ମ୍ୟାଚ୍‌ରେ ପାକିସ୍ତାନ କ୍ୟାପଟେନ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ୪ଜଣ ଖେଳାଳି ଯେଉଁମାନେ ଭାରତୀୟ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି ସେମାନେ ହେଉଛନ୍ତି ରାହୁଲ ଚହର, ଇଶାନ କିଶନ, ରବିଚନ୍ଦ୍ର ଅଶ୍ବିନ ଓ ଶାର୍ଦ୍ଦୁଳ ଠାକୁର ।

ଟସ୍‌ ନିଜ ନିୟନ୍ତ୍ରଣରେ ନଥାଏ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ରଣନୀତି ମଧ୍ୟ ଆମର ଥିଲା ବୋଲି କହିଛନ୍ତି କୋହଲି ।

ଚୁଡାନ୍ତ ଏକାଦଶ:

ଭାରତ: ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି(କ୍ୟାପଟେନ୍‌), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଜଶପ୍ରୀତ ବୁମରାହ, ବରୁଣ ଚକ୍ରବର୍ତ୍ତୀ ।

ପାକିସ୍ତାନ: ବାବର ଆଜମ(କ୍ୟାପଟେନ୍‌), ମହମ୍ମଦ ରିଜୱାନ(ୱିକେଟ କିପର), ପଖର ଜମନ, ମହମ୍ମଦ ହଫିଜ, ସୋଏବ ମଲିକ, ଆସିଫ ଅଲି, ଇମାଦ ୱାସିମ, ସଦାବ ଖାନ, ହାସନ ଅଲୀ, ହାରିସ ରୌଫ, ସାହିନ ଆଫ୍ରିଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details