ଓଡିଶା

odisha

T20 WC: ଟସ୍‌ ଜିତି ୱେଷ୍ଟଇଣ୍ଡିଜ ବିପକ୍ଷରେ ବାଂଲାଦେଶର ବୋଲିଂ

By

Published : Oct 29, 2021, 3:54 PM IST

ଟସ୍‌ ଜିତି ବାଂଲାଦେଶ କ୍ୟାପଟେନ ମହମଦୁଲ୍ଲା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

T20 WC: Bangladesh win toss and elect to bowl first against West Indies
T20 WC: ଟସ୍‌ ଜିତି ୱେଷ୍ଟଇଣ୍ଡିଜ ବିପକ୍ଷରେ ବାଂଲାଦେଶର ବୋଲିଂ

ଶାରଜାହ: ଚଳିତ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ ସୁପର ୧୨ ପର୍ଯ୍ୟାୟରେ ଆଜି ଗ୍ରୁପ ୧ରେ ଥିବା ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେଉଛି । ଟସ୍‌ ଜିତି ବାଂଲାଦେଶ କ୍ୟାପଟେନ ମହମଦୁଲ୍ଲା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ କିରଣ ପୋଲାର୍ଡଙ୍କ ନେତୃାତାଧୀନ ଇଣ୍ଡିଜକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ଚୁଡାନ୍ତ ଏକାଦଶ:

ୱେଷ୍ଟଇଣ୍ଡିଜ: କ୍ରିସ୍‌ ଗେଲ୍‌, ଇଭିନ ଲିୱିସ, ରୋଷ୍ଟନ ଚେଜ୍‌, ନିକୋଲାସ ପୋରୋନ(ୱିକେଟ କିପର), ସିମ୍ରନ ହେଟମେୟର, କିରଣ ପୋଲାର୍ଡ(କ୍ୟାପଟେନ୍‌), ଆନ୍ଦ୍ରେ ରସେଲ, ଜେସନ ହୋଲ୍ଡର, ଡ୍ବାଇନ ବ୍ରାଭୋ, ଅକିଲ ହୋସେନ, ରବି ରାମପାଲ୍‌ ।

ବାଂଲାଦେଶ: ସୌମ୍ୟ ସରକାର, ମହମ୍ମଦ ନେଇମ, ଲିଟନ ଦାସ(ୱିକେଟ କିପର), ସାକିବ ଅଲ ହସନ, ମୁସଫିକର ରହିମ, ମହମୁଦୁଲ୍ଲା(କ୍ୟାପଟେନ୍‌), ଏଫିଫ ହୋସନ, ମେହେଦି ହସନ, ସୋରିଫୁଲ ଇସଲାମ, ମୁସ୍ତାଫିଜୁର ରେହମାନ, ଟସକିନ ଅହମ୍ମଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details