ହାଇଦ୍ରାବାଦ:ବେଙ୍ଗାଲୁରରେ ଆରମ୍ଭ ହୋଇଯାଇଛି IPL ମେଗା ନିଲାମ ପ୍ରକ୍ରିୟା । ୮.୨୫ କୋଟିରେ କ୍ରିକେଟର ଶିଖର ଧଓ୍ବନଙ୍କୁ କିଣିଲା ପଞ୍ଜାବ କିଙ୍ଗ୍ସ ।
IPL 2022 Auction: ଶିଖର ଧୱନଙ୍କୁ ୮.୨୫ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ - ଆଇପିଏଲ ନିଲାମି ପ୍ରକ୍ରିୟା
IPL ମେଗା ନିଲାମି ପ୍ରକ୍ରିୟାରେ ୮.୨୫ କୋଟିରେ କ୍ରିକେଟର ଶିଖର ଧଓ୍ବନଙ୍କୁ କିଣିଲା ପଞ୍ଜାବ କିଙ୍ଗ୍ସ । ଅଧିକ ପଢନ୍ତୁ
IPL 2022 Auction: ଶିଖର ଧଓ୍ବନଙ୍କୁ ୮.୨୫ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ
ଆଜି ବେଙ୍ଗାଲୁରୁରେ ଆଇପିଏଲ୍ 2022 ମେଗା ନିଲାମ ଅନୁଷ୍ଠିତ ହେଉଛି ଏବଂ ଏହା ଦୁଇ ଦିନିଆ କାର୍ଯ୍ୟକ୍ରମ ଯାହା ରବିବାର ଦିନ ଶେଷ ହେବ । ଆଜି ମେଗା ନିଲାମି ପ୍ରକ୍ରିୟାରେ ୫୯୦ଜଣ ଖେଳାଳି ସାମିଲ ହୋଇଛନ୍ତି ।