ଓଡିଶା

odisha

Ranji Trophy: ବେଙ୍ଗଲ ସ୍କ୍ବାଡ୍‌ରେ ୧୯ ବର୍ଷରୁ କମ ଷ୍ଟାର ବୋଲର ରବି କୁମାର

By

Published : Feb 8, 2022, 10:42 PM IST

ବେଙ୍ଗଲ କ୍ରିକେଟ ଆସୋସିଏସନ(CAB) ମଙ୍ଗଳବାର ରଣଜୀ ଟ୍ରଫି ୨୦୨୧-୨୨ ସିଜିନ ପାଇଁ ସ୍ବାଡ୍‌ ଘୋଷଣା କରିଛି । ଘୋଷିତ ସ୍କ୍ବାଡ୍‌ରେ ଭାରତୀୟ ୧୯ ବର୍ଷରୁ କମ ଟିମର ଦ୍ରୁତ ବୋଲର ରବି କୁମାରଙ୍କୁ ସ୍ଥାନ ମିଳିଛି । ଅଧିକ ପଢନ୍ତୁ

Ranji Trophy: U-19 sensation Ravi Kumar named in Bengal squad, Easwaran to lead
Ranji Trophy: ବେଙ୍ଗଲ ସ୍କ୍ବାଡ୍‌ରେ ୧୯ ବର୍ଷରୁ କମ ଷ୍ଟାର ବୋଲର ରବି କୁମାର

କୋଲକାତା: ବେଙ୍ଗଲ କ୍ରିକେଟ ଆସୋସିଏସନ(CAB) ମଙ୍ଗଳବାର ରଣଜୀ ଟ୍ରଫି ୨୦୨୧-୨୨ ସିଜିନ ପାଇଁ ସ୍ବାଡ୍‌ ଘୋଷଣା କରିଛି । ଘୋଷିତ ସ୍କ୍ବାଡ୍‌ରେ ଭାରତୀୟ ୧୯ ବର୍ଷରୁ କମ ଟିମର ଦ୍ରୁତ ବୋଲର ରବି କୁମାରଙ୍କୁ ସ୍ଥାନ ମିଳିଛି । ଅଭିମନ୍ୟୁ ଇଶ୍ବରନ ମେଗା ଟୁର୍ନାମେଣ୍ଟରେ ବେଙ୍ଗଲ ଟିମରେ ନେତୃତ୍ବ ଭାର ସମ୍ଭାଳିବେ । ଶାହାବଜ ଅହମ୍ମଦ ଓ ଇଶାନ ପୋରେଲଙ୍କୁ ମଧ୍ୟ ବେଙ୍ଗଲ ରଣଜୀ ସ୍କ୍ବାଡ୍‌ରେ ସାମିଲ କରାଯାଇଛି । ତେବେ ରିଦ୍ଧିମାନ ଶାହାଙ୍କୁ ସ୍କ୍ବାଡ୍‌ରେ ରଖାଯାଇନାହିଁ ।

ରଣଜୀ ଟ୍ରଫି ଟୁର୍ନାମେଣ୍ଟର ଏଲିଟ୍‌ ଗ୍ରୁପ ବି'ରେ ରହିଛି ବେଙ୍ଗଲ । ଫଳରେ ଏହି ଗ୍ରୁପର ମ୍ୟାଚ୍‌ କଟକରେ ଖେଳାଯିବାନେଇ ସୂଚୀ ରହିଛି ।

ଏହାମଧ୍ୟ ପଢନ୍ତୁ: Ranji Trophy: ମୁମ୍ବାଇ ସ୍କ୍ବାଡ୍‌ରେ ରାହାଣେ, ଅର୍ଜୁନ ତେନ୍ଦୁଲକର

ବେଙ୍ଗଲ ସ୍କ୍ବାଡ୍‌:ଅଭିମନ୍ୟୁ ଇଶ୍ବରନ(କ୍ୟାପେଟନ୍‌), ମନୋଜ ତିୱାରୀ, ସୁଦୀପ ଚାଟାର୍ଜୀ, ଅନୁସ୍ତୁପ ମଜୁମଦାର, ଅଭିଶେକ କୁମାର ରମଣ, ସୁଦୀପ କୁମାର ଘରାମି, ଅଭିଶେକ ଦାସ, ରିତ୍ତିକ ଚାଟାର୍ଜକ, ରିତ୍ବିକ ରୟ ଚୌଧୁରୀ, ଅଭିଶେକ ପୋର୍ଚ, ଶାହାବାଜ ଅହମ୍ମଦ, ସାୟନ ଶେଖର ମଣ୍ଡଳ, ଆକାଶ ଦୀପ, ଇଶାନ ପୋରେଲ, ମୁକେଶ କୁମାର, କାଜି ଜୁନେଦ ସାଇଫି, ସାକିର ହବିବ ଗାନ୍ଧି, ପ୍ରଦୀପ୍ତ ପ୍ରାମାଣିକ, ଗୀତ ପୁରୀ, ନିଳକଣ୍ଠ ଦାସ, କରନ ଲାଲ, ରବି କୁମାର ।ଫେବୃଆରୀ ୧୦ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ରଣଜୀ ଟ୍ରଫିର ପ୍ରି-ଆଇପିଏଲ(IPL) ପର୍ଯ୍ୟାୟ ଖେଳାଯିବା ନେଇ ସୂଚୀ ରହିଛି ।

ABOUT THE AUTHOR

...view details