ଅହମ୍ମଦାବାଦ:ଇଣ୍ଡିଆନ ପ୍ରିମିୟର ଲିଗର(IPL 2022) ଫାଇନାଲ ମୁକାବିଲା ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ୬୬ ଦିନର ୭୩ଟି ମ୍ୟାଚ୍ ପରେ ଫାଇନାଲରେ ଟ୍ରଫି ଲଢେଇରେ ଅଛନ୍ତି ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ । ଆଜିର ମ୍ୟାଚ୍ ପାଇଁ ରାଜସ୍ଥାନ ରୟାଲ୍ସ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ଗୁଜୁରାଟ ଟାଇଟନ୍ସ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅଲଜାରୀ ଜୋଶେଫଙ୍କ ସ୍ଥାନରେ ଲକି ଫର୍ଗୁସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି ।
ଚୂଡ଼ାନ୍ତ ଏକାଦଶ: